Browsing Category
ଆଜିର ଖବର
୬ ତାରିଖରୁ ଜିଲ୍ଲା କୋର୍ଟ ସକାଳୁଆ
ରାଜ୍ୟର ଜିଲ୍ଲା ଦୌରାଜଜ୍ ଓ ଅନ୍ୟାନ୍ୟ ନିମ୍ନ ଅଦାଲତ ସକାଳୁଆ ହେବ । ଏପ୍ରିଲ ୬ ରୁ ସକାଳୁଆ କୋର୍ଟ ନେଇ ନିର୍ଦ୍ଦେଶ । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଦୌରାଜଜଙ୍କୁ ଏନେଇ ନୋଟିସ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । କୋରାପୁଟ!-->…
ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ,ନୂତନ ନିୟମ ପ୍ରଚଳନ କଲା ରେଳବାଇ
ଭାରତୀୟ ରେଳବାଇ ନିଶ୍ଚିତ ଟିକେଟ ପାଇଁ ବାତିଲକରଣ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ, ରିଫଣ୍ଡ ଏବଂ ଜରିମାନା ଏବେ ଟ୍ରେନ୍ ଛାଡିବାର କେତେ ସମୟ ପୂର୍ବରୁ ଯାତ୍ରୀ ଟିକେଟ ବାତିଲ କରୁଛନ୍ତି ତାହା ଉପରେ ନିର୍ଭର କରିବ। ଏହା ପ୍ରକ୍ରିୟାକୁ ସରଳ କରିବା ଏବଂ!-->…
ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର । ଆଉ ଗଣିବାକୁ ପଡ଼ିବନି ଅଧିକ ଟଙ୍କା । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ୨୦୨୬-୨୭ ଆର୍ଥିକ ବର୍ଷରେ ଦର ବଢ଼ିବ ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସାମ୍ୱିଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । । ଟ୍ରାନ୍ସମିସନ୍ ଚାର୍ଜ!-->…
ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ
ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ ହୋଇଛି । ୧୩ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସ ସମ୍ମାନଜନକ ଇଚ୍ଛାମୃତ୍ୟୁ ଦେଇଛନ୍ତି । ହରିଶ ୧୪ ମାର୍ଚ୍ଚରୁ ଏମ୍ସର ଆଇଆରସିଏ ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହା!-->…
କନ୍ଧମାଳ ପୋଲିସ ଏସପି ଙ୍କ ନିକଟରେ ଟପ୍ ମାଓ ନେତା ଶୁକରୁ ର ଆତ୍ମସମର୍ପଣ !
କନ୍ଧମାଳ ପୋଲିସ ର ବଡ ସଫଳତା l କନ୍ଧ ମାଳ ଏସପି ହରିଶ୍ ବିଶି ଓ ବ୍ରହ୍ମପୁର ଆଇ ଜି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟ ଦକ୍ଷତା, ଓ ଉତ୍ସର୍ଗୀକୃତ ମନୋ ଭାବ ଯୋଗୁଁ ଅନେକ ହାର୍ଡ କୋର୍ ମାଓ ବାଦି ନିହତ ହୋଇଥିବା ବେଳେ ଅନେକ କ୍ୟାଡ଼ର ମାଓ ବାଦି ଆତ୍ମ ସମର୍ପଣ କରିଛନ୍ତି ଆଉ ଏବେ!-->…
ନୂତନ ନର୍ସିଙ୍ଗ ଏବଂ ରେଡିଓଗ୍ରାଫର ପଦବୀକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁମୋଦନ
ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି ।ଏହି!-->…
ଆତ୍ମସମର୍ପଣ କଲେ ଶେଷ ମାଓ ଲିଡର୍ ପାପା ରାଓ
ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ପାପା ରାଓ। ପୁନର୍ବାସ ପାଇଁ ୧୨ ଜଣ ନକ୍ସଲ ସାଥୀଙ୍କ ସହିତ ପାପା ରାଓ ଜଗଦଲପୁର ପହଞ୍ଚିଛନ୍ତି।ପାପା ରାଓ ମାଓ ସଙ୍ଗଠନର ଷ୍ଟେଟ୍ ଜୋନାଲ କମିଟି!-->…
ଯୁଦ୍ଧକୁ ନେଇ ଅର୍ଥନୈତିକ ଅନିଶ୍ଚିତତା ଭିତରେ ପୁଣି ଖସିଲା ସୁନା ଓ ରୁପା ମୂଲ୍ୟ
ଯୁଦ୍ଧକୁ ନେଇ ଅର୍ଥନୈତିକ ଅନିଶ୍ଚିତତା ଭିତରେ ପୁଣି ଖସିଲା ସୁନା ଓ ରୁପା ମୂଲ୍ୟ । ସୁନା ଦରରେ ୪୦ ବର୍ଷରୁ ଅଧିକ ସମୟରେ ସବୁଠାରୁ ଖରାପ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ବିଶ୍ୱ ବଜାରରେ ସୁନା ମୂଲ୍ୟ ହ୍ରାସ ଜାରି ରଖିଛି । ସୋମବାର ସୁନା ଦର ୩%ରୁ ଅଧିକ ଖସି ଚାରି ମାସର ନିମ୍ନତମ!-->…
DRDO ଦ୍ୱାରା ନିର୍ମିତ ସ୍ୱଦେଶୀ ‘ପିନାକ’ ରକେଟ୍ ଲଞ୍ଚର୍ ମାତ୍ର ୪୪ ସେକେଣ୍ଡରେ ୭୨ଟି ରକେଟ୍ ଫାୟାର୍…
ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ DRDO ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 'ପିନାକ' ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ଖୁବଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହା ଭାରତର ବଢ଼ୁଥିବା ସାମରିକ ଶକ୍ତିର ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।ଗବାନ ଶିବଙ୍କ!-->…
ପାରାଦୀପରେ ଗଭୀର ସମୁଦ୍ରରେ ଦୁଇଦିନିଆ ସୁରକ୍ଷା ଅଭ୍ୟାସ
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ସାଗର କବଚ । ପାରାଦୀପରେ ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି ।ଏହି ମିଳିତ ସମରାଭ୍ୟାସରେ!-->…
ଆଇପିଏଲ୍ ନୂଆ ନିୟମ: ମ୍ୟାଚ୍ ଦିନ ହେବନି ଅଭ୍ୟାସ
ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯। ଏହା ପୂର୍ବରୁ କଠୋର ନିୟମ ଆଣିଛି ବିସିସିଆଇ । ସାତଟି ନୂତନ ନିୟମ ଜାରି କରିଛି । ପରିବର୍ଦ୍ଧିତ ନିର୍ଦ୍ଦେଶାବଳୀ ହେଲା
୧-ନେଟ୍ସ ଲାଗି ୨ଟି ସ୍ଥାନ ମିଳିବ। ଗୋଟିଏ ସାଇଡ୍ ୱିକେଟ୍ ମେନ୍ ସ୍କୋୟାରରେ ରହିବ। କିନ୍ତୁ ମୁମ୍ବାଇ!-->!-->!-->…
ଦିଲ୍ଲୀ ବିଧାନସଭା ଓ ମେଟ୍ରୋ ଷ୍ଟେସନକୁ ବୋମା ଧମକ
ଆଜି ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ସକାଳ ପ୍ରାୟ ସାଢ଼େ ୭ଟାରେ ଆସିଥିବା ଏହି ଇମେଲ୍ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ!-->…