Browsing Category

ଆଜିର ଖବର

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା କଂଗ୍ରେସ

ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତାକୁ ଶାନ୍ତ କରିବା ପାଇଁ ପାକିସ୍ତାନ ଏବେ ଏକ 'ମୁଖ୍ୟ ମଧ୍ୟସ୍ଥ' ଭାବରେ ଉଭା ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଟ୍ରମ୍ପ

ନଗଦ କାରବାର ହୋଇନଥିବାରୁ ଆସିପାରୁନି ପେଟ୍ରୋଲ, ରାଜଧାନୀରେ ଅଧା ଟାଙ୍କି ବନ୍ଦ

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ। ନାହିଁ ନଥିବା ହଇରାଣ ହେଉଛି ଚାଳକ। ନଗଦ ଟଙ୍କା କାରବାର ହେଉନଥିବାରୁ ଆସିପାରୁନି ପେଟ୍ରୋଲ।ଟାଙ୍କିକୁ ତେଲ ଦେଉ ନାହାନ୍ତି କମ୍ପାନୀ। ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା

ସରକାର ୧ ଏପ୍ରିଲ୍ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ

ସରକାର ୧ ଏପ୍ରିଲ୍, ୨୦୨୬ ଠାରୁ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂଆ ଇନକମ୍ ଟାକ୍ସ ଆକ୍ଟ ଲାଗୁ ହେବ। ଏଥିରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ଦରମା ଏବଂ କମ୍ପାନୀରୁ ମିଳୁଥିବା ସୁବିଧା ଉପରେ କିପରି କର

ଦୁଇଟି ଶିଶୁ ଗୋଟିଏ ହୃଦୟ ଥିବା ଯମଜ ଶିଶୁ ଜନ୍ମ

୧୭ ମାର୍ଚ୍ଚରେ ସାସନି ଗେଟ୍ ଅଞ୍ଚଳର ବିହାରୀ ନଗରର ବାସିନ୍ଦା ଆକାଶ କୁମାରଙ୍କ ପତ୍ନୀ ନୀରୁଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ସିଜରିଆନ୍ ଡେଲିଭରି କରିଥିଲେ, କିନ୍ତୁ ଶିଶୁମାନଙ୍କ ଜନ୍ମ ହେବା ମାତ୍ରେ,

ଆସନ୍ତା ମେ ୨୯ ରେ ହେବ ଓଟିଇଟି ପରୀକ୍ଷା

ମେ’ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bseodisha.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।ଅନଲାଇନ୍

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ପଦକ୍ଷେପ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରମିକଙ୍କ ଖରାରେ କାମ କରିବା ଉପରେ ଲାଗିଲା କଟକଣା। ଅଂଶୁଘାତକୁ ଦୃଷ୍ଟିରେ ରଖି ଏହି କଟକଣା ଏପ୍ରିଲ ୧ରୁ ଜୁନ ୧୫ ପର୍ଯ୍ୟନ୍ତ ଲାଗୁ ହେବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଦିନ ଅପରାହ୍ନ ୩ଟା ଯାଏ କାମରେ

୬୮ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ତୁରନ୍ତ ସମାଧାନ କଲେ ୧୯ଗୋଟି

ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୬୮ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ପାଖରେ ଦ୍ବାରସ୍ଥ ହେଲେ ପିତାଗଡିଆ ଗ୍ରାମବାସୀ

ଭଣ୍ଡାରିପୋଖରୀ,୨୩/୦୩:ଆଜି ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଜନଶୁଣାଣି ଶିବିରରେ ୧୧୭ଟି ଅଭିଯୋଗ ହୋଇଥିବା ଜଣାପଡିଛି, ସେଥି ମଧ୍ୟରୁ ୧୦ ଟିର ତୁରନ୍ତ ସମାଧାନ ହୋଇଥିବା ବେଳେ ୧୦୭ ଟିର ଆଗାମୀ ଦିନରେ ସମାଧାନ ହେବା ନେଇ ପି.ଡି

ଟ୍ରମ୍ପଙ୍କୁ ଝଟକା ! ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ

ପୋଲିସ ସ୍କାନରରେ ଅଛି OYO ରୁମ, ନିୟମିତ ଚଢାଉ କରାଯାଉଛି : ମୁଖ୍ୟମନ୍ତ୍ରୀ

ସେକ୍ସ ରାକେଟ୍ ରୋକିବାକୁ ସ୍କାନରରେ OYO ରୁମ୍। ୨୦୨୪ ଜୁଲାଇ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ୍ ସମ୍ୱନ୍ଧିତ କାର୍ଯ୍ୟକଳାପ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଗୁଟଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି । ଏଥିରେ ଥିବା ବିଷାକ୍ତ ନିକୋଟିନ ଓ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ମୁଖ୍ୟ କାରଣ । ଓଡ଼ିଶାରେ ଏହାର କୁପ୍ରଭାବ ଯୁବପୀଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

କଳାବଜାରୀ ସାବଧାନ ! ଲୋକସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି, ଯାହା ଭାରତ ପାଇଁ