Browsing Category

ଆଜିର ଖବର

ମେ ଆରମ୍ଭରୁ ରବି ଧାନ କିଣିବେ ସରକାର,ଇନପୁଟ୍ ସହାୟତା କ୍ୱିଣ୍ଟାଲ ପ୍ରତି ଚାଷୀଙ୍କୁ ମିଳିବ 731 ଟଙ୍କା

ଆସନ୍ତା ମେ ମାସରୁ ରବି ଧାନ କିଣିବେ ସରକାର। ମେ 1 ତାରିଖରୁ ଧାନ କିଣା ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହେବ। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, PACS/LAMPS/ପାଣି ପଞ୍ଚାୟତ ଇତ୍ୟାଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର

ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଜୟଶଙ୍କର କହିଛନ୍ତି ଯେ, ସମୁଦ୍ର ଆଇନ ଉପରେ ମିଳିତ ଜାତିସଂଘ ସମ୍ମିଳନୀ

ଆମେରିକା ଆଗରେ ଆତ୍ମସମର୍ପଣ କଥାକୁ ଖଣ୍ଡନ କଲେ ଇରାନ ରାଷ୍ଟ୍ରପତି

ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଇରାନ ଇସ୍ରାଏଲ ଉପ‌ରେ ସିଧାସଳଖ ଆକ୍ରମଣ କରୁଥିବାବେଳେ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରୁଛି। ତେବେ ଯୁଦ୍ଧ ପାଇଁ

ରାଜ୍ୟରେ ଯଥେଷ୍ଟ ତେଲ ଅଛି : ଯୋଗାଣ ମନ୍ତ୍ରୀ

ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ

ପୋଖରୀରେ ବୁଡ଼ି ନାବାଳକ ଛାତ୍ରଙ୍କ ମୃତ୍ୟୁ:ଭବାନୀପାଟଣାରେ ଶୋକର ଛାୟା*

*ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭବାନୀପାଟଣା ସହର ନିକଟସ୍ଥ ଏକ ଘରୋଇ ସ୍କୁଲର ଜଣେ ୧୪ ବର୍ଷୀୟ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ଜଣକ ହେଲେ କୋକସରା ଥାନା ଅନ୍ତର୍ଗତ ଝରିଆଗୁଡ଼ା ଗ୍ରାମର ସୌମ୍ୟ ରଞ୍ଜନ

ଏଥର T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିବ ICC

ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ତା’ର ତୃତୀୟ ଟି୨୦ ଟ୍ରଫି ପାଇଁ ଲକ୍ଷ୍ୟ ରଖିବ, ଯେତେବେଳେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ଲକ୍ଷ୍ୟ ରଖିବ।

ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ

ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ । ଥାନାରେ ଶିକ୍ଷକ ଅଟକ । ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଉଡ଼ାଣ ସମୟରେ କ୍ୟାବିନ୍ ହୋଇଗଲା ଧୂଆଁଧୂଆଁ

ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରଟି ଲକ୍ଷ୍ନୌର ଲା ମାର୍ଟ ଗ୍ରାଉଣ୍ଡରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରୁଥିଲା। ଅବତରଣ କରିବା ସମୟରେ ସମ୍ପୂର୍ଣ୍ଣ ହେଲିକପ୍ଟର ଧୂଆଁରେ ପୂର୍ଣ୍ଣ ହୋଇଯାଇଥିବା ସୂଚନା ମିଳିଛି।

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହାଇକୋର୍ଟ କଲେ ଦୋଷମୁକ୍ତ

ବହୁଚର୍ଚ୍ଚିତ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ ଆଂଶିକ ଭାବରେ ପରିବର୍ତ୍ତନ କରି ଡେରା ମୁଖ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ

ଆସନ୍ତାକାଲି ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ

ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ

ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮

ଜଳସେଚନ ବିଭାଗର ଅଧିକାରୀଙ୍କ ଘରେ ଭିଜିଲାନ୍ସ

ଛତା ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ପୈତୃକ ଘର ଓ ଅଫିସ୍‌ରେ ଚଢ଼ାଉ ଜାରି ରହିଛି। କେନ୍ଦ୍ରାପଡା ଓ କଟକ ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ ବେଆଇନ କାର୍ଯ୍ୟ ଗୁଡିକର କାଗଜପତ୍ର ଯାଞ୍ଚ କରିବା