Browsing Category
ଆଜିର ଖବର
ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବ
ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ 'ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର!-->…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଜି ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ ।ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ । ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ,!-->…
ବିହାର ବିଜୟ ପରେ ଗାମୁଛା ଉଡ଼ାଇଲେ ମୋଦୀ, ନୂଆପଡ଼ାବାସୀଙ୍କୁ ଜଣାଇଲେ କୃତଜ୍ଞତା
ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ ମୋଦୀ ପହଞ୍ଚିବା ପରେ ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ। ଏହା ପରେ!-->…
ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ସଫଳତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍- ଗଣତନ୍ତ୍ରର ହୋଇଛି ବିଜୟ
ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।!-->…
ଶିଶୁ ଦିବସ ପାଳିତ“ପ୍ରକୃତ ଶିକ୍ଷା ସହିତ ଉତମ ସଂସ୍କୃତି ଆମର ଲକ୍ଷ୍ୟ”
ଗଣିଆ,( ବିଶ୍ଵରଞ୍ଜନ ସେଠି) ଆଜୀର ଶିଶୁ କାଲିର ନାଗରିକ । ଦେଶର ଭବିଷ୍ୟତ ହେଉଛନ୍ତି ଆଜିର ଛୋଟ ଶିଶୁ । ନଭେମ୍ବର ୧୪କୁ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ । ଏହି ଅବସରରେ!-->…
ଗଣିଆ ରାମ ମନ୍ଦିର ସମ୍ମୁଖରୁ ବାଇକ ଚୋରୀ
ଗଣିଆ,(ବିଶ୍ଵରଞ୍ଜନ ସେଠି) ଶୁକ୍ରବାର ଗଣିଆ ବଜାର ନିକଟସ୍ଥ ରାମ ମନ୍ଦିର ସମ୍ମୁଖରୁ ଏକ ବାଇକ ଚୋରୀ ହୋଇଯାଇଛି । ମିଳିଥିବା ସୁଚନା ଗଣିଆ ରାମମନ୍ିର ପରିସରରରେ ଶୁକ୍ରବାର ଏକ ରିଙ୍ଗ ସେରିମନି ପାଳନ କରାଯାଉଥିଲା । ଏଥିରେ ବୋଲଗଡ଼ ଥାନା ବୋଲଗଡ଼ ଗଡ଼ଭିତର ସାହିର ଅନିରୁଦ୍ଧ ଚମ୍ପତି (୨୫)!-->…
ନୂଆପଡ଼ା ଉପ ନିର୍ବାଚନର ବିଜୟ ଉଲାସ ପାଳିଲେ ଗଣିଆ ମଣ୍ଡଳ ବିଜେପି
ଗଣିଆ,( ବିଶ୍ଵରଞ୍ଜନ ସେଠି) ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତ ଗଣନା ଶେଷ ହୋଇଛି । ବିଜେଡି ଓ କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩୭୪୮ ଭୋଟରେ ବିଜୟ ହୋଇଛନ୍ତି । ନିକଟତମ କଂଗ୍ରେସ ପ୍ରାର୍ଥୀ ଘାଶିରାମ ମାଝୀଙ୍କୁ ୪୦୧୨୧ ଖଣ୍ଡ ଭୋଟ ମିଳିଛି । ବିଜେପିର!-->…
ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି;ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବୃହତ୍ ବିଜୟ ହୋଇଛି। ଏଠାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡ଼ାଇ ଆଣିଛି। ବିଜେପିର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ସରକାରଙ୍କ ନୀତି , ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ!-->…
୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ପାର୍ଥଶଙ୍କର ଚେଲ
ମୋରଡା ବ୍ଲକ୍ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।ସୂଚନା ଅନୁଯାୟୀ, ମୋରଡା ବ୍ଲକରେ!-->…
ବମ୍ପର ଭୋଟରେ ବିଜୟୀ ଜୟ: ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଲା ବିଜେଡି
ନୂଆପଡାରେ ବହୁମତରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଯାହାକୁ ନେଇ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସେପଟେ ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ସରକାରୀ କଳ ଏବଂ!-->…
ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର
ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ଏବେ ୨ଶହରୁ ଅଧିକ ଆସନରେ ଆଗୁଆ ରହିଛି । ବିଜେପି ଏବଂ JDU ଉଭୟ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଭାଜପା ବିହାରରେ ଏକ ଐତିହାସିକ ପ୍ରଦର୍ଶନ କରିଛି, 95 ଆସନ ସହିତ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। JDU 82!-->…
+୨ ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍ ବା ପ୍ରୋଜେକ୍ଟ ପରୀକ୍ଷା!-->…