Browsing Category
ଆଜିର ଖବର
ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ
ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ । ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ । ଓଡ଼ିଶା ସରକାର ଗାଡ଼ି ଚାଳକଙ୍କ ପାଇଁ ଜାରି କରିଥିବା ଏକ ବିବାଦୀୟ ନିୟମକୁ ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଯେଉଁ ଗାଡ଼ିର ବୈଧ ପଲ୍ୟୁସନ ସାର୍ଟିଫିକେଟ୍!-->…
ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ
ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ!-->…
ଆଇଚର ଧକ୍କାରେ ବାଇକ୍ ଆରୋହୀ ଗୁରୁତର
- ବେଗୁନିଆ ବ୍ଲକ ଡାଳତୋଳା ଛକ ନିକଟରେ ସଡ଼କ ଦୁର୍ଘଟଣା।ବାଇକକୁ ପିଟିଲା ଆଇଚର ଗାଡ଼ି। ଆଇଚର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ଗୁରୁତର ବାଇକ୍ ଆରୋହୀ ଜଣକ ବେଗୁନିଆ ବ୍ଲକ ଗଡମାଣିତିର ଗାଆଁ ର ଡୁଡୁଲୁ ବିଶ୍ୱାଳ ବୋଲି ସୂଚନା ମିଳିଛି। ତେବେ ଗୁରୁତର ବ୍ୟକ୍ତି ଜଣକ!-->…
ନବ ନିର୍ମିତ ମନ୍ଦିର ଓ ପ୍ରତିମାଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ
ଗଣିଆ ( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ରାଜୀଙ୍ଗି ଗ୍ରାମରେ ବୁଧବାର ମା ବେଢ଼ାକାଳୀ ଙ୍କ ନବ ନିର୍ମିତ ମନ୍ଦିର ଓ ପ୍ରସ୍ତର ନିର୍ମିତ ପ୍ରତିମାଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳୁ ତୀର୍ଥ ଜଳ ଆବାହନ ସହ ୧୦୮କଳସ ଶୋଭାଯାତ୍ରା କରାଯାଇ!-->…
ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ;ସ୍କୁଲ ୟୁନିଫର୍ମ ଫେରାଇଲେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ
ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି!-->…
କନକ ବର୍ଦ୍ଧନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କୁ ନୋଟିସ ଦିଆଯାଇଛି ।୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ।
!-->!-->!-->…
SCB ICU ଅଘଟଣ: କମିଟି କରିବ ଯାଞ୍ଚ
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ!-->…
ଅପରେସନ ସିନ୍ଦୂରର ହିରୋ ରାଫେଲ୍ : ବାୟୁସେନା ଉପମୁଖ୍ୟ
ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର!-->…
ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି
କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ!-->…
ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୧୭ ଫେବୃଆରୀ
ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ!-->…
ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି !ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପରାମର୍ଶ
ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ଅନୁରୋଧ!-->…
ରାଜ୍ୟରେ ୨୦୬୪ ମହିଳା ଅପରାଧିକ ମାମଲା,ମହିଳା ହିଂସାରେ ଭୁବନେଶ୍ୱର ସବୁଠୁ ଆଗରେ
ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା ରାଜଧାନୀ କଟକ। ରିପୋର୍ଟ!-->…