Browsing Category
ଆଜିର ଖବର
ମାତ୍ର ୧୦୦ ଟଙ୍କା ମୂଲ୍ୟର ଗହମ ଚୋରି ପାଇଁ ୪୫ ବର୍ଷ ପରେ ଧରା ପଡିଲା ଚୋର
ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଫେରାର ହେବାର ୪୫ ବର୍ଷ ପରେ ଏକ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲା ୧୯୮୦ ମସିହାର । ବାଲକାୱଡ଼ା ଥାନା ଅଧୀନସ୍ଥ ବଲଖଡ଼ ଗାଁ ନିକଟସ୍ଥ ବାଲସମୁନ୍ଦ କାକଡ଼ ଅଞ୍ଚଳରେ ସଲିମଙ୍କ ସମେତ ୭ ଜଣ ଯୁବକ ଦିନେ ରାତିରେ କ୍ଷେତରେ ପଶି!-->…
ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ମନା
ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ!-->…
ଚନ୍ଦ୍ରଯାନ-୪ ପାଇଁ ଜହ୍ନରେ ସବୁଠୁ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଚିହ୍ନଟ କଲା ଇସ୍ରୋ
ଚନ୍ଦ୍ରଯାନ-୪ ମିଶନ ପାଇଁ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ସ୍ଥଳୀ ପାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ ଚନ୍ଦ୍ରଯାନ-୪ । ଚନ୍ଦ୍ରଯାନ-୨ ଅର୍ବିଟର୍ରେ ମିଳିଥିବା ଫଟୋ ଆଧାରରେ ବୈଜ୍ଞାନିକମାନେ ମନ୍ସ ମାଉଣ୍ଟେନ୍ (ଏମ୍ଏମ୍-୪) କ୍ଷେତ୍ରକୁ ଅବତରଣ ପାଇଁ ଉପଯୁକ୍ତ!-->…
ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ପାଇଁ ଫେବୃୟାରୀ ୧୦ରେ କୃମିନାଶକ ଦିବସ ପାଳନ
ଶିଶୁ ପୁଷ୍ଟିସାରକୁ ସୁଦୃଢ଼ କରିବା, ରକ୍ତହୀନତା ନିରାକରଣ କରିବା ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ପାଇଁ ଫେବୃୟାରୀ ୧୦ରେ କୃମିନାଶକ ଦିବସ ପାଳନ କରାଯିବ। ଏହା ସହିତ ଫେବୃଆରୀ ମାସ ସାରା ରାଜ୍ୟରେ ଭିଟାମିନ୍ ଏ ସପ୍ଲିମେଣ୍ଟେସନ୍ (VAS) କାର୍ଯ୍ୟକ୍ରମ ଚାଲିବ I ସେହିପରି ଲିମ୍ଫାଟିକ!-->…
ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି : ୯୪ ପ୍ରତିଶତ ଅଭିଯୋଗର ସମାଧାନ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ!-->…
ବର୍ତ୍ତମାନର ବଡ଼ ଖବରଗଣିଆ ଥାନା ଅଞ୍ଚଳରେ ପୁଣି ଜୀବନ ହାରିଲା ଆଉ ଏକ ଯୁବକ , ଗାଁ ନିକଟ ଆମ୍ବ ତୋଟାରୁ ଯୁବକଙ୍କ…
ଗଣିଆ -(ବିଶ୍ୱରଂଜନ ସେଠି)ଗଣିଆ ଥାନା ରାସଙ୍ଗ ପଞ୍ଚାୟତ କାଦୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିଵାକୁ ମିଳିଛି । ଗ୍ରାମର ବିନୋଦ ମହାନ୍ତିଙ୍କ ଏକମାତ୍ର ପୁଅ ସତ୍ୟାନନ୍ଦ ମହାନ୍ତି, ଯାହାଙ୍କର ବୟସ ୪୩ବର୍ଷ ଗାଁ ନିକଟ ଆମ୍ୱ ତୋଟାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବକୁ ମିଳିଛି। ସୁଚନା!-->…
୧୦୦ କୋଟି ସ୍ମାର୍ଟଫୋନ୍ ଉପରେ ସାଇବର ଆଟାକ୍ ବିପଦ! ଗୁଗଲ୍ ଦେଲା ପରାମର୍ଶ
ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ କଥା | ଗୁଗୁଲ୍ ନିଶ୍ଚିତ କରିଛି ଯେ ୪୦% ରୁ ଅଧିକ ଅର୍ଥାତ ୧୦୦ କୋଟି ଆଣ୍ଡ୍ରଏଡ୍ ଫୋନ୍ ଏବେ ମାଲୱେର୍ ଏବଂ ସ୍ପାଏୱାୟାର ଆକ୍ରମଣର ଶିକାର ହୋଇପାରନ୍ତି । ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଭର୍ସନ ଚଲାଉଥିବା ଆଣ୍ଡ୍ରଏଡ୍!-->…
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଅର୍ଡର କଲେ ସିଟ୍ରେ ପାଖରେ ମିଳିବ ଖାଦ୍ୟ
ଆଇଆରସିଟିସି ଆରମ୍ଭ କରିଛି ଇ-ପ୍ୟାଣ୍ଟ୍ରି। ଏବେ ଟ୍ରେନ୍ ଯାତ୍ରା ପୂର୍ବରୁ ଅନଲାଇନ୍ ରେ କରିପାରିବେ ଖାଦ୍ୟପେୟ ବୁକିଂ। ଆପଣଙ୍କ ସିଟ୍ ପାଖରେ ପହଞ୍ଚିଯିବ ଗରମା ଗରମ ଖାଦ୍ୟ। ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ଟ୍ରେନ୍ ରେ ଥିଲା। ଏହି ସୁବିଧା ଏବେ ୨୫ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ରେ!-->…
ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା । କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା
ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍।ଇ-ତଦନ୍ତ ଓ ଇ-ଅଡିଟ୍ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର!-->…
ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନ
ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି।ଭକ୍ତି ଭାବର ସହ!-->…
୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା
ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମେଟ୍ରିକ୍ ପରୀକ୍ଷା ।ଚଳିତବର୍ଷ ରାଜ୍ୟର ୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି।ଏଥର ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୬୧ ହଜାର ୯୭୯!-->…
ଆଜି ଭାରତୀୟ ବଜାରରେ ବଢ଼ିଲା ସୁନା ଏବଂ ରୁପା ଦର
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୬୦୦!-->…