Browsing Category
ଆଜିର ଖବର
ପ୍ରଥମେ ହାତଯୋଡ଼ିଲେ, ତା’ପରେ ୧୭ ମହଲାରୁ ତଳକୁ ଡେଇଁ ପଡ଼ିଲେ ପ୍ରସିଦ୍ଧ ବେକେରୀ ମାଲିକ
ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ ଥିବା ପନାସ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ!-->…
ନିଖୋଜ ମୃତଛାତ୍ରଙ୍କ ପରିବାରକୁ ନ୍ୟାୟ ଦାବୀରେ ରାସ୍ତରୋକ କଲେ ଗ୍ରାମବାସୀ
ଗଣିଆ .(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ବେଲପଡ଼ାପାଟଣା ପ୍ରାଥମିକ ବିଦ୍ୟାଳୟର ୫ମଶ୍ରେଣୀ ଛାତ୍ର ଭୋଳନାଥ ମଳିକ ନିଖୋଜ ହେବା ଘଟଣା ଓ ଘର ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ଶବ ଉଦ୍ଧାର ଘଟଣାକୁ ୩ଦିନ ବତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପରିବାର ଲୋକ ପିଲାଟିକୁ ହତ୍ୟା ଓ!-->…
ଶ୍ରୀ ରାଧାମାଧବଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ର ପୁର୍ଣ୍ଣାହୁତି
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ମାଳତିପୁଟ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ଶୁକ୍ରବାର ଅପରାହ୍ନରେ ପୁର୍ଣ୍ଣାହୁତି ହୋଇଯାଇଛି । ଏହିମହୋତ୍ସବ ଗତ ୧୪ତାରିଖରୁ ଆରମ୍ଭ ହୋଇ ୩ଦିନଧରି ଚାଲିଥିଲା । ତେବେ ପ୍ରତ୍ୟେକ ଦିନ ସକାଳୁ ସୂଯ୍ୟପୂଜା!-->…
ରାଉତପଡ଼ା ସଂପର୍କ କ୍ଲବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେଗଣିଆକୁ ହରାଇ କିଶୋରପ୍ରସାଦ ଚାମ୍ପିଅନ ।
ଗଣିଆ -(ବିଶ୍ୱରଂଜନ ସେଠି)ରାଉତପଡା ସମ୍ପର୍କ କ୍ଲବଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେଗଣିଆ ଓ କିଶୋରପ୍ରସାଦ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ସିରିଜରେ ମଧ୍ୟରେ ୭,୫,୫ ଓଭର ବିଶିଷ୍ଟ!-->…
ଛାମୁଣ୍ଡିଆ ବନାଚଂଳରେ ବଢୁଛି ଶିକାରୀଙ୍କ ପ୍ରାଦୃଭାବିଦ୍ୟୁତ ଫାଶରେ ଅଣ୍ଡିରା ଗୟଳ ମୃତ
ଗଣିଆ,( ବିଶ୍ୱରଂଜନ ସେଠି) ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଚଂଳରେ ଦିନକୁ ଦିନ ଶୀକାରିଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି । ଶିକାରୀମାନେ ବେଧଡକ ଭାବେ ବିଦ୍ୟୁତ୍ ଫାଶ ଓ ବିସ୍ଫୋରକ ସାହାଯ୍ୟରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତ ୨ମାସ ମଧ୍ୟରେ ଏହି!-->…
ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡ଼ାଲ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ଗଣିଆ -( ବିଶ୍ୱରଂଜନ ସେଠି): ଗଣିଆ ସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ!-->…
ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ
ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା!-->…
ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍ମିଟ୍
ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ!-->…
ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ
ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ।ଏହି ପ୍ରତିବାଦକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ’ ବୋଲି ନାମ ଦିଆଯାଇଛି ଏବଂ ଡ୍ରାଇଭରମାନେ ସେମାନଙ୍କର ରାଇଡ-ହେଲିଂ ଆପଗୁଡ଼ିକୁ ସାମୂହିକ ଭାବରେ ବନ୍ଦ କରିବେ ବୋଲି ଆଶା କରାଯାଉଛି।
ତେଲଙ୍ଗାନା!-->!-->!-->…
ପୂର୍ତ୍ତ ବିଭାଗର ରାସ୍ତାକାମ ନିମ୍ନମାନର ଅଭିଯୋଗ : ନିମ୍ନ ମାନର ରାସ୍ତା କାମ ନେଇ ଜନ ଅସନ୍ତୋଷ
ଗଣିଆ -:(ବିଶ୍ୱରଂଜନ ସେଠି)ନିମ୍ନ ମାନର ହେଉଛି ପୂର୍ତ୍ତ ବିଭାଗର ରାସ୍ତା କାମ । ନିର୍ମାଣ କାମ ଚାଲିବା ଓ ଠିକାଦାରଙ୍କ ମନମୁଖୀ କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦୃଶ୍ୟ ଦେଖିବକୁ ମିଳିଛି ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ - ଦଶପଲ୍ଲା ମୁଖ୍ୟ ରାସ୍ତାର ଗୋପାଳପୁରରୁ । ଠିକାଦାର!-->…
ଫାଇଲେରିଆ ଔଷଧ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ
ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ!-->…
ଗଣିଆ ଶିଶୁ ମନ୍ଦିରରେ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଣିଆ :(ବିଶ୍ୱରଂଜନସେଠି)ଗଣିଆ ବ୍ଲକସ୍ଥିତ ଗଣିଆ ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଗିରିଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅଟିଥି ଭାବେ ଗଣିଆ ତହସିଲଦାର ଐଶୂର୍ୟା ପୃଷେଠ ଯୋଗ ଦେଇଥିବା ବେଳେ ମୁଖ୍ୟ!-->…