Browsing Category
ଆଜିର ଖବର
୭ରେ ଛାତ୍ରୀଛାତ୍ର ଗାଇବେ ‘ବନ୍ଦେ ମାତରମ’
ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।ଭାରତର ସ୍ୱାଧୀନତା ସଂଗ୍ରାମ!-->…
ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ
ନୂଆପଡାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ସୋମବାର ନବୀନ ନୂଆପଡାରେ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି!-->…
ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି ।ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ!-->…
ଆସନ୍ତାକାଲି ଆକାଶରେ ନଜର ଆସିବ ସୁପରମୁନ୍
ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍ । ରାତ୍ରି ଆକାଶରେ ଏହା ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳ ଖାଏ, ତେବେ ଏହାକୁ!-->…
ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ: ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ
ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ।ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ!-->…
ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ
ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ।ପୀଠରେ!-->…
ଓଡ଼ିଶା ପାଇଁ ୧୫ତମ ଅର୍ଥ କମିଶନ ଅନୁଦାନ ଜାରି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର ଜିଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକ!-->…
ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ !
ଭଦ୍ରକ ଜିଲା ଆଗରପଡ଼ା ଥାନା ଅଞ୍ଚଳରେ ଶନିବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଛି। ନାବାଳିକାଙ୍କ ବିରୋଧ ଯୋଗୁ ଅଭିଯୁକ୍ତ ତାଙ୍କୁ ଅସଦାରଣ କରିବାରେ ବିଫଳ ହେବାରୁ ସେ ପୀଡ଼ିତାଙ୍କୁ ପଛରରେ ଛେଚି ହତ୍ୟା ଉଦ୍ୟମ କରିଛି। ଗୁରୁତର!-->…
ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ
ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ ହୋଇଛି । ଗିରଫ ହେବା ପରେ ସାର୍ପ ସୁଟର୍ କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରାଯାଇଛି । ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା!-->…
ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ
ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ । ବ୍ୟାଙ୍କରେ ପଡି ରହିଥିବା ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ଅର୍ଥ ବିଭାଗ ତତ୍ପରତା ଦେଖାଇଛି । ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ମଡ୍ୟୁଲ ପ୍ରସ୍ତୁତ କଲା ଅର୍ଥ ବିଭାଗ । ବେଟା ମଡ୍ୟୁଲ ଆଣିଲା ଅର୍ଥ ବିଭାଗ । ଏହି ମଡ୍ୟୁଲ ଦ୍ୱାରା!-->…
ଷଷ୍ଠ ଶ୍ରେଣୀରୁ ପିଲାମାନଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା
ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପ୍ରଦାନ କରାଯିବ ଧନ୍ଦାମୂଳକ ଶିକ୍ଷା । ଯାହା ପିଲାମାନେ ନିଜ ନିଜର ବିଭିନ୍ନ କ୍ଷେତ୍ରକୁ ଜାଣିପାରିବେ ।ବର୍ଷକୁ ରହିବ ୧୦ଟି ବ୍ୟାଗଲେସ ପିରିୟଡ। ବିଶେଷଜ୍ଞମାନେ ଆସି ପିଲାମାନଙ୍କୁ ସୃଜନଶୀଳ କାର୍ଯ୍ୟ କରାଇବେ ଯଥା; ରୋଷେଇ, ବଢେଇ, ମାଳି,!-->…
ଆଜିଠାରୁ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା
ଆଜିଠାରୁ ଆରମ୍ଭ ହୋଇଛି ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା ଡିସେମ୍ବର ୧୮ ତାରିଖରେ ସରିବ ।ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା ନିମନ୍ତେ ବ୍ୟାସ (ଭିୱାଇଏଏସ୍) ଭାରତ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,!-->…