Browsing Category
ଆଜିର ଖବର
ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ
ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହିଳା କୂଆଖାଇ ନଦୀରେ ସୂର୍ଯ୍ୟଦେବତାଙ୍କୁ ପୂଜା କରିଛନ୍ତି!-->…
ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ
ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ!-->…
ଏଣିକି ବସ୍ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ ।ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ
ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ।ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ ।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ସହ!-->!-->!-->…
ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ
ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା କହି ଠକୁଛନ୍ତି ନକଲି ଗୁମାସ୍ତା । ଏହି ଯାତ୍ରୀ ଗୁମାସ୍ତାଙ୍କୁ ଶ୍ରୀମନ୍ଦିର ପକ୍ଷରୁ କୌଣସି ପରିଚୟ ପତ୍ର ଦିଆଯାଇନଥିବାରୁ ଏହାର ଫାଇଦା କିଛି!-->…
ମାଡି ଆସୁଛି ବାତ୍ୟା ମୋନ୍ଥା ।କଟକ ଛତ୍ର ବଜାରରେ ପ୍ରବଳ ଭିଡ଼
ମାଡି ଆସୁଛି ବାତ୍ୟା ମୋନ୍ଥା ।ଯଦିଓ ସିଧାସଳଖ କଟକରେ ପଡିବ ନାହିଁ କିମ୍ବା ସେତିବେଶି କ୍ଷୟକ୍ଷତି କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇନାହିଁ, ତଥାପି ପରିବା ମାର୍କେଟରେ ପ୍ରବଳ ଭିଡ଼ ଲାଗିଛି । ଯିଏ ଯାହା ପାରୁଛି କିଣି ପକାଉଛି । ଅଧ କିଲ ସହ କିମ୍ବା ଏକ କିଲ ନୁହେଁ, ଏକାଥରକେ!-->…
ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ଚାଲିଗଲେ ମାଆ
ବଲାଙ୍ଗିର ମହାଲକ୍ଷ୍ମୀ ନଗରର ୨୪ ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀ। ଯିଏ କିଛି ଦିନ ପୂର୍ବରୁ ଚିପିଲିମା ପାଓ୍ବାର କେନାଲରୁ ମୃତଦେହ ଉଦ୍ଧାର ହୋଇଥିଲା | ସୌରଭଙ୍କ ମାଆ ଚାରୁପମା ମିଶ୍ର ବଲାଙ୍ଗିର ଋଷୁଡା କଲେଜରେ ଅଧ୍ୟାପିକା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୀମସାରରେ ଚିକିତ୍ସିତ!-->…
ICUରେ ଶ୍ରେୟସ ଆୟର, ପଞ୍ଜରାରେ ହାଡରେ ଲାଗିଛି ଗଭୀର ଆଘାତ
ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି।ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଦିନ!-->…
ଖୋର୍ଦ୍ଧାରେ ୨ ଦିନ ସ୍କୁଲ ଛୁଟି
ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ଏହା ପୂର୍ବରୁ ମୋନ୍ଥା ପାଇଁ ଦକ୍ଷିଣ ଓଡିଶାର ୮ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,!-->…
ମଦ ପିଇବା ପାଇଁ ହାତରେ ୟୁରିନ୍ ବ୍ୟାଗ୍ ଧରି ମଦ ଦୋକାନକୁ ଗଲେ ରୋଗୀ
ୟୁପିର ଶାହଜହାଁପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ନିଗୋହି ଅଞ୍ଚଳର ବାସିନ୍ଦା ବିପିନ ଦୁଇ ଦିନ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବିପିନ ୱାର୍ଡରେ ଥିବା କର୍ମଚାରୀ!-->…
ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ SIR ଘୋଷଣା କରିଛନ୍ତି।ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଏସଆଇଆର ସଫଳ ଭାବରେ କାର୍ଯ୍ୟକାରୀ ହେବା ପରେ, ଏସଆଇଆରର!-->…
ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲ
ବାତ୍ୟା ମୋନ୍ଥା ପାଇଁ ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି। ୨୭ ଓ ୨୮ ଅକ୍ଟୋବର ପାଇଁ ଟ୍ରେନ ରଦ୍ଦ ହୋଇଛି। ବାତ୍ୟା ମୋନ୍ଥା ପାଇଁ ୩୨ଟି ଟ୍ରେନ ଚଳାଚଳ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ଗୋପାଳପୁରରେ ୩ ଦିନ ପାଇଁ ହୋଟେଲ!-->…
ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)
ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା, ସିଲାବସ୍, ଯୋଗ୍ୟତା, ପରୀକ୍ଷା ଫି,!-->…