Browsing Category
ଆଜିର ଖବର
ବାତ୍ୟା ମୋନ୍ଥା: ଆଜି ଠାରୁ ଆରମ୍ଭ ହୋଇଯିବ ପ୍ରଭାବ । ଆନ୍ଧ୍ରରେ ହିଟ୍ କରିବ ମୋନ୍ଥା
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ!-->…
କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ
କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହେଲେ IIC ଶିବ ପ୍ରସାଦ ଭଦ୍ର। ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ!-->…
ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଏସବୁ ରାଜ୍ୟରେ ହେବ ନିର୍ବାଚନ ତାଲିକା ସଂଶୋଧନ
ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। ତେବେ ନିର୍ବାଚନ ଆୟୋଗ SIR ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୫ ଟି ରାଜ୍ୟର ତାଲିକା!-->…
ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ
ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଆଗାମୀ!-->…
୧ ନଭେମ୍ବର ରୁ GST ପାଇଁ ଏକ ନୂତନ ଏବଂ ସରଳୀକୃତ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ
ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହି ନୂତନ ପ୍ରକ୍ରିୟା ପ୍ରାୟ!-->…
୪୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ
ପେନ୍ସନ୍ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ!-->…
୫ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର,ଆଗାମୀ ୧୦ ବର୍ଷ ପାଇଁ ୨୦୦ଟି ଇ-ବସ୍
ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଆଗକୁ!-->…
ହବିଶିଆଳି ଙ୍କ ସୁଖ ଦୁଃଖ ରେ ଭାଗିଦାର ସାଜିଲେ ଉପ ଜ଼ିଲ୍ଲାପାଳ
ଜଗତସିଂହପୁର ତା =25/10/25ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ମହାକାର୍ତିକ ବ୍ରତ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଦୀର୍ଘ ଏକ ମାସ ଧରି ବିଧବା ବ୍ରାହ୍ମଣୀ ମା ମାନଙ୍କ ଦ୍ୱାରା ହବିଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି |!-->…
ଆନ୍ଧ୍ର ବସ୍ ପୋଡି ଘଟଣା, ଜଳିଗଲେ ଓଡ଼ିଆ ଯୁବକ
ଆନ୍ଧ୍ର ବସ୍ ପୋଡ଼ିରେ ୨୦ ଜୀବନ୍ତ ଦଗ୍ଧ ଘଟଣାରେ ଟ୍ବିଷ୍ଟ । ବସ୍ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ। କେଉଁ ପରିସ୍ଥିତିରେ ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ଅସ୍ପଷ୍ଟ। ରାୟଗଡ଼ା RTOକୁ ତଦନ୍ତ ପାଇଁ କୁହାଯାଇଛି କହିଲେ ଜିଲ୍ଲାପାଳ । ତେବେ ହାଇଦ୍ରାବାଦର ଏହି!-->…
ଝିଅର ସ୍କୁଟି କିଣିବା ପାଇଁ ଶୋ’ରୁମ ଗଲେ ବାପା, ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ
ଛତିଶଗଡ଼ର ଜଶପୁର ଜିଲ୍ଲାର ଛୋଟିଆ ଗାଁ କେସରା । ଗାଁର ଚାଷୀ ବଜରଙ୍ଗ ରାମ ଭଗତ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ। ଦିନେ ବଜରଙ୍ଗ ହଠାତ୍ ବସ୍ତା ଧରି ପହଞ୍ଚିଥିଲେ ଶୋ ରୁମ୍ରେ । ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ । ଶୋ ରୁମ୍ କର୍ମଚାରୀ ବି ତାଙ୍କୁ ଦେଖି!-->…
ଯାଜପୁରରେ ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ
ମରିସସରୁ ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୁଜ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ମରିସସରେ ରହୁଥିବା ରାମରୁଜ ଜଗୁରୁନାଥ ତାଙ୍କ ପୂର୍ବଜ ଓଡିଶାର ଯାଜପୁର ଜିଲ୍ଲାରୁ!-->…
ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ
ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ । ଗୁରୁତର ଅବସ୍ଥାରେ ଏମସ ଭେଣ୍ଟିଲେଟରରେ ଥିଲେ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିଜିତ । କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର । ଅଭିଜିତଙ୍କର ମସ୍ତିଷ୍କ ଏବେ ବି କାମ କରୁନାହିଁ । ୪ ସେପ୍ଟେମ୍ବରରୁ ଭୁବନେଶ୍ୱରର ଏମ୍ସରେ ସେ ଭର୍ତି ହୋଇଛନ୍ତି!-->…