Browsing Category

ଆଜିର ଖବର

IMD ର ବଡ଼ ସୂଚନା;ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା

୨୫ରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ସମ୍ଭାବନା ।ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ

ଆଜି ବିଶ୍ୱ ପୋଲିଓ ଦିବସ

ଆଜି (ଶୁକ୍ରବାର) ବିଶ୍ୱ ପୋଲିଓ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ୨୪ ତାରିଖକୁ ବିଶ୍ୱ ପୋଲିସ ଦିବସ ଭାବେ ପାଳନ କରାଯାଇଥାଏ ।୮୦ ଦଶକରେ ସାରା ବିଶ୍ୱରେ ପୋଲିଓ ଏକ ମହାମାରୀ ରୂପେ ଦେଖା ଦେଇଥିଲା । ଏହି ରୋଗରେ ପୀଡିତ ଶିଶୁମାନେ ଜନ୍ମରୁ ବିକଳାଙ୍ଗ ହେଉଥିଲେ ବା କିଛି କ୍ଷେତ୍ରରେ ଜନ୍ମର ୨

ପରକିୟା ପ୍ରୀତି ସନ୍ଦେହ। ମହଙ୍ଗା ପଡିଲା କଙ୍ଗାରୁ କୋର୍ଟ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ ।ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ ଯୁବକ

୫୦ ହଜାରରୁ ଅଧିକ ଏକର ଚାଷ ଜମିରେ ହେବ ଆଳୁଚାଷ, ସରକାର ଦେବେ ଆଳୁ ବିହନ 

ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ

ରେଳ ଧାରଣା, ଟ୍ରେନରେ ରିଲସ ଓ ସେଲଫି ମନା

ଯୁବପୀଢି ଟ୍ରେନ ସମ୍ମୁଖରେ ରିଲସ ଓ ସେଲଫି ନେବାକୁ ଯାଇ ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ପୂର୍ବତଟ ରେଳପଥ କଡା ଚେତାବନୀ ଦେଇଛି । ବାରମ୍ବାରେ ଏଭଳି କରୁଥିବା ଯୁବପୀଢିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।ପୂର୍ବତଟ ରେଳପଥ କହିଛି, ଯୁବପୀଢ଼ିମାନେ ରେଳପଥ

ପହିଲାରୁ ଖୋଲିବ କୁଲଡିହା: ପର୍ଯ୍ୟଟକ ଆଗ୍ରହୀ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍‌‌ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି।ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ

ହୁତୁ ହୁତୁ ହୋଇ ଜଳିଗଲା ବସ୍:ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜଳିଗଲା ବସ୍ । ଅଗ୍ନିକାଣ୍ଡରେ ୨୦ ଜଣ ଯାତ୍ରୀଙ୍କ ଜୀବନ୍ତ ଦଗ୍ଧ ହେବାର ସମ୍ଭାବନା । ମର୍ମନ୍ତୁଦ ଦୁର୍ଘଟଣା କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଘଟିଛି।ଦୁର୍ଘଟଣାରେ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ରିପୋର୍ଟ ମିଳିନାହିଁ ।

ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ

ରାଜ୍ୟର ରାସନ କାର୍ଡଧାରୀମାନଙ୍କୁ ସରକାର ଅତିରିକ୍ତ ଭାବେ ଅଧିକ ୫ କେଜି ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫ ମାସ ପାଇଁ ରାସନ କାର୍ଡଧାରୀଙ୍କୁ ମାସିକ ଅଧିକ ୫ କେଜି ସୁଦୃଢ଼ (Fortified) ଚାଉଳ ମାଗଣାରେ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା : ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ

ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ

କଟକରେ କାଳୀପୂଜା ଭସାଣ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

କଟକରେ କାଳୀ ପୂଜା ଭସାଣ ପାଇଁ ସଜାଗ ପୁଲିସ । ଏବେଠୁ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା । ଛକ ଛକରେ ମୁତୟନ ହେଲେଣି ପୁଲିସ । ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୁଲିସ ଲକ୍ଷ୍ୟ ରଖିଛି । ପୋଲିସ କହିଛି ଯେ ୨୪.୧୦.୨୦୨୫ ରେ କଟକ ୟୁପିଡିରେ ଦେବୀ କାଳୀଙ୍କ ବିସର୍ଜନ ଶୋଭାଯାତ୍ରା ପାଳନ

ସୁରକ୍ଷିତ ଏବଂ ନିରାପଦ ଯାତ୍ରା ସହ ଭିଡ଼ ପରିଚାଳନା ପାଇଁ ଯାତ୍ରୀଙ୍କ ସହଯୋଗ ଲୋଡ଼ିଲା ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥ ଏହାର ପରିସୀମାରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀ ଙ୍କୁ - ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ବିଶାଖାପାଟଣା ଏବଂ ସମ୍ବଲପୁର ଭଳି ପ୍ରମୁଖ ଷ୍ଟେସନ ସମେତ - ରେଳ ଷ୍ଟେସନରେ ଲାଗୁ ହୋଇଥିବା ଭିଡ଼ ପରିଚାଳନା ଏବଂ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ଆଗାମୀ ତିନି ଦିନରେ ପ୍ରଥମ ଥର କୃତ୍ରିମ ବର୍ଷା ଦେଖିବାକୁ ମିଳିପାରେ। ନ୍ୟୁଜ୍‌ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କ୍ଲାଉଡ୍‌ ସିଡିଂ ଅପରେସନ ପାଇଁ ସେସନା ବିମାନ କାନପୁରରୁ ମିରଟ ପାଇଁ ପ୍ରସ୍ଥାନ ହୋଇପାରେ। ଯଦି ପାଣିପାଗର