Browsing Category

ଆଜିର ଖବର

ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦା

ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ । ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍‌ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି |ଲୋକସେବା ଭବନରେ

ଆତ୍ମହତ୍ୟା ସମସ୍ୟା ର ସମାଧାନ ନୁହେଁ ” !!ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଆଜିର ପରିବର୍ତ୍ତିତ ସାମାଜିକ ଜୀଵନ ଶୈଳୀରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଭଳି ଘୃଣ୍ୟ ଘଟଣା ସଂପ୍ରତି ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି କିଶୋର କିଶୋରୀ ବିଦ୍ୟାର୍ଥୀ ମାନେ ସାମାନ୍ୟ ସମସ୍ୟାକୁ ନେଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଘୃଣ୍ୟ ପ୍ରଥାକୁ

ନୂଆପଡା ଉପନିର୍ବାଚନ: ବ୍ଲକ ଦାୟିତ୍ୱ ବାଣ୍ଟିଲା ବିଜେଡି

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବ୍ଲକ ପାଇଁ ଦାୟିତ୍ୱ ବାଣ୍ଟିଛନ୍ତି। ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନୂଆପଡା ବ୍ଲକ ପାଇଁ ଶ୍ରୀ ସୁଧିର ସାମଲ ,ଶ୍ରୀ

ଆଗକୁ ବିମାନରେ ପାଓ୍ବାର ବ୍ୟାଙ୍କ ନେଇପାରିବେ ନାହିଁ ଯାତ୍ରୀ !

ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ବିମାନରେ ପାଓ୍ବାର ବ୍ୟାଙ୍କ ବ୍ୟବହାର ଉପରେ ରୋକ ଲାଗିପାରେ । ଏପରିକି ଯାତ୍ରୀଙ୍କୁ ନିଜ ସାଥିରେ ପାଓ୍ବାର

ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ

ଯାହା କଲେ ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି । ଆମାଜନ୍‌ରେ କ୍ରିଷ୍ଟାଲ ଭିଜନ ନାମକ ସେଲର ତରଫରୁ ଏହି ଭୋଗ ଯୋଗାଇ ଦିଆଯାଉଛି । ସେପଟେ

ରାଜଧାନୀର ୨୦ଟି ବଡ ହାଟ ପାଇଁ ଏସଓପି ଆଣିବ  ବିଏମସି

ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍‌ଓପି ଲାଗୁ ହେବ। ଏ ନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ

୮ ମନ୍ତ୍ରୀଙ୍କୁ ନୂଆପଡା ଦାୟିତ୍ୱ ଦେଲା ବିଜେପି

ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ , ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ , ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ

ସମୁଦ୍ର ବାଲିରେ ସ୍କୁଟର ପୂରେଇଦେଲା ମଦ୍ୟପ ଆଉ ତାପରେ ….

ରିଲ୍ସ କରି ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ । ଏପରି ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ରକୂଳରେ । ରିଲ୍ସ ନିଶାରେ ସମୁଦ୍ର ଭିତରକୁ

ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ, ଯୋଗଦେବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି

ଭୁବନେଶ୍ୱର ଜନତା ମଇଦାନ୍‌ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। IRC ଅଧିବେଶନରେ ଦେବେ ଯୋଗ। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ-RBI 

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।RBI କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ

କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ

ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି । ସମସ୍ତ ଅଟକ ପଶ୍ଚିମବଙ୍ଗର । କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ ରହସ୍ୟ କଣ, ତଦନ୍ତ ଚାଲିଛି । ଅଟକ ବ୍ୟକ୍ତି ବଡ ଧରଣର ସାଇବର ଠକେଇ ଯୋଜନା