Browsing Category

ଆଜିର ଖବର

ଛୋଟ କଣ୍ଟେଣ୍ଟ କ୍ରିଏଟର୍‌ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍‌କା,ବଦଳିଲା ଲାଇଭ୍ ଫିଚର ନିୟମ

ଛୋଟ କଣ୍ଟେଣ୍ଟ କ୍ରିଏଟର୍‌ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍‌କା। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍‌ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ।ଇନଷ୍ଟାଗ୍ରାମରେ ପୂର୍ବରୁ ଯେକୌଣସି ୟୁଜର ଲାଇଭ୍ ଯିବାର

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ଆସନ୍ତାକାଲି ଟିଆଇ ପରେଡ୍‌

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଟିଆଇ ପରେଡ ଆସନ୍ତାକାଲି କରାଯିବ । ଜେଲ୍‌ରେ ସମସ୍ତ ୬ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ କରିବାକୁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେମାନଙ୍କୁ ଅକ୍ଟୋବର ୨୭ ତାରିଖରେ ପୁଣି ଥରେ

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ପାଇଁ ପକ୍ରିୟା ଆରମ୍ଭ

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ବ୍ୟବସ୍ଥା | ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର

ସୁନା ମୂଲ୍ୟରେ ଆହୁରି ହ୍ରାସ ହୋଇପାରେ

ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଜିଓ ପଲିଟିକାଲ୍‌ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି।। ୫ ଦିନରେ

ଅବପାତ ନୁହେଁ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ

ଅବପାତରେ ପରିଣତ ହେବନି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆଜି ସୁଦ୍ଧା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଏହା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଆସନ୍ତା 12 ଘଣ୍ଟା

ପରମ୍ପରାର ଊର୍ଦ୍ଧ୍ୱକୁ ଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଝିଅ କରିଲେ ହୋମଯଜ୍ଞ

କେରଳ କାସରଗୋଡର ଅସୀମା ଅଗ୍ନିହୋତ୍ରୀ । ପରମ୍ପରାର ଊର୍ଦ୍ଧ୍ୱକୁ ଯାଇ ସେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ମହାଗଣପତି ହୋମ କରୁଛନ୍ତି । କେରଳରେ ପାରମ୍ପରିକ ଭାବେ ଏହି କାମ ପୁରୁଷମାନେ କରି ଆସୁଥିଲେ । ସତ୍ୟ ନାରାୟଣ ଏବଂ ରଞ୍ଜିତା କୁମାରୀଙ୍କ ଝିଅ ଅସୀମା ପ୍ରଥମ କରି ବୈଦିକ ମନ୍ତ୍ର ଉଚ୍ଚାରଣ

ଫୋନରେ ରିଲ୍ ତିଆରି କରୁଥିବା ସମୟରେ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ

ମଙ୍ଗଳବାର ଦିନ ପୁରୀର ଜନକଦେଇପୁର ରେଳ ଷ୍ଟେସନ ନିକଟରେ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ଯିଏ ମୋବାଇଲ ଫୋନରେ ରିଲ୍ ତିଆରି କରୁଥିବା ସମୟରେ ପ୍ରାଣ ହରାଇଛି। ସୂଚନାମୁତାବକ, ମୃତକ ନାବାଳକ ପୁରୀ ମଙ୍ଗଳାଘାଟର ବୋଲି କୁହାଯାଉଛି। ତାଙ୍କ ନାଁ ବିଶ୍ବଜିତ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡିଶା ପୋଲିସ ସବ୍‌ ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ପାଇଁ ପ୍ରସ୍ତୁତି ବୈଠକଅକ୍ଟୋବର ୨୮ରେ ଶିବିର ଆୟୋଜନ ପାଇଁ ନିଷ୍ପତି

ଗଣିଆ (ବିଶ୍ୱରଞ୍ଜନ ସେଠି) ଗଣିଆ ପଚାଂୟତ ସମିତି ସଭାଗୃହ ପରିସରରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ ନିମନ୍ତେ ବ୍ଳକ ଅଧ୍ୟକ୍ଷା ଠାରୁ ଆରମ୍ଭ କରି ଉପାଧ୍ୟକ୍ଷ, ତହସିଲଦାର, ବିଡିଓ, ଏବିଡିଓ, ଥାନା,

ଲଭ୍‌, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍‌ ଇନ୍ସପେକ୍ଟର ଗିରଫ

ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି।

ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା: ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି

ଘୁଞ୍ଚିଲା ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି । ହାଇକୋର୍ଟରେ ନଭେମ୍ବର ୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାରେ ବୋର୍ଡର ପୂର୍ବତନ ଉପସଭାପତି ନିହାର ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଶୁଣାଣି ପାଇଁ ମହଲତ

ନୂଆପଡ଼ା ଉପନିର୍ବାଚନ !୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ । ୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ ହୋଇଛି । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ନାମାଙ୍କନ ନାକଚ ହୋଇଥିବା ୫ ସ୍ୱାଧୀନ ପ୍ରାର୍ଥୀ ହେଲେ ପୁରୁଷୋତ୍ତମ ବେହେରା, କମଳ କୁମାର ଛତ୍ରିଆ, ରାଜାରାମ ସାହୁ,