Browsing Category
ଆଜିର ଖବର
ରାଜ୍ୟରେ ସାର ସଙ୍କଟ ନାହିଁ,ଏବର୍ଷ ଅଧିକ ସାରର ଡିମାଣ୍ଡ ରହିଛି : ଉପମୁଖ୍ୟମନ୍ତ୍ରୀ
ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି!-->…
୫.୭୫ ଲକ୍ଷ ମୃତକଙ୍କ ନାଁରେ ରାସନକାର୍ଡ: ଯୋଗାଣମନ୍ତ୍ରୀ
ରାସନକାର୍ଡ ଇ-କେୱାଇସି ପରେ ଧରାପଡିଲା ସାଙ୍ଘାତିକ ତଥ୍ୟ । ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ସ୍ପଷ୍ଟ ହୋଇଛି । ୧ ଲକ୍ଷ ୫ ହଜାର ଆୟକରଦାତା କାର୍ଡ ଫେରାଇଛନ୍ତି । ୬ଲକ୍ଷ ଗରିବ ଲୋକ କାର୍ଡ ପାଇଲେ । ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ୧୪ ଲକ୍ଷ ଲୋକ ରହିଛନ୍ତି । ଧନୀ!-->…
ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ
ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ବିଭାଗ !-->…
ବନ୍ଦ ହେବନି ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍
'ମ୍ୟାଚ୍ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ'। ମ୍ୟାଚ ବାତିଲ ନେଇ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା!-->…
ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ
ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୧୮ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ ା ସୂଚନାଥାଉକି ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଚାଲିବ ବିଧାନସଭା ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନ ।ଅନ୍ୟପଟେ ବିଭାଗୀୟ!-->…
ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା
ଭୁବନେଶ୍ୱର ରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ । ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇ ଗୋରୁ ମୁକ୍ତ କରାଯିବ ।ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା!-->…
ନେପାଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା ମାଧ୍ୟମରେ ପ୍ରାର୍ଥନା
ନେପାଳରେ ଫେରିବ ଶାନ୍ତି, ସୁଧପରିବ ସ୍ଥିତି ।ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ 10 ଫୁଟ ଚଉଡ଼ା ଏବଂ 7 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ନେପାଳର ସାଂପ୍ରତିକ ପରିସ୍ଥିତିର ନିଛକତା। ନିଜ!-->…
ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ
ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି ୨୩ ଓଡିଆ । ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି । ନେପାଳକୁ ତୀର୍ଥ କରିବାକୁ ଯାଇ ଫସି ରହିଛନ୍ତି!-->…
ଧରାକୁ ଛୁଇଁଛି ପାର୍ବଣ, ମନୋରମ ସୁଗନ୍ଧରେ ମୋହିତ କଲାଣି କାଶତଣ୍ଡୀ
ଶରତ ଆଗମନରେ ହସୁଛି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । ଧବଳ କାଶତଣ୍ଡୀ ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଇ ଖିଲିଖିଲି ହସୁଛି କାଶତଣ୍ଡୀ । ସେମାନଙ୍କର ଆଗମନ କେବଳ ଋତୁ ପରିବର୍ତ୍ତନର ନୁହେଁ । ବରଂ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା!-->…
ଭଡ଼ାରେ ଲାଗିଛି ବାଣୀବିହାର କ୍ବାର୍ଟର୍ସ: ଆଜି ଜବରଦଖଲକାରୀଙ୍କୁ କରାଯିବ ଖାଲି
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରବାସରୁ ଅଣଛାତ୍ର ହଟିବା ପରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜବରଦଖଲ ମୁକ୍ତ କରାଯିବ । ଆଜି ଭଡ଼ାଟିଆ ମୁକ୍ତ ହେବ କ୍ୟାମ୍ପସ। କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ଖାଲି କରାଯିବ। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯିବ । କ୍ୟାମ୍ପସରେ ପ୍ରଫେସର!-->…
ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୪ ଜଣ ବ୍ୟକ୍ତି ଗିରଫ
କଟକ ଜିଲ୍ଲା ଖୁଣ୍ଟୁଣୀ ପୋଲିସ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ ର ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ ଟି ମୋଟର ସାଇକେଲ କୁ ଜବତ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ଲୁଲୁ ମହନ୍ତ,!-->…
ଏବେ ସମଗ୍ର ଦେଶରେ ଭୋଟର ତାଲିକାର ହେବ SIR
ଅକ୍ଟୋବର ମାସରୁ ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ଆଇଡି ସଂଶୋଧନ (SIR) ଆରମ୍ଭ ହେବ। ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଏହି ପ୍ରସ୍ତୁତି ଆଲୋଚନା ହୋଇ ଅନୁମୋଦନ ପାଇଛି।ଅଧିକାରୀମାନେ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ!-->…