Browsing Category
ଆଜିର ଖବର
ସେପ୍ଟେମ୍ବରରେ ୧୫ ଦିନ ବ୍ୟାଙ୍କ୍ ଛୁଟି, ଛୁଟି ତାଲିକା ଦେଖି ସାରିଦିଅନ୍ତୁ ଜରୁରୀ କାମ
ସେପ୍ଟେମ୍ବରରେ ସୋମବାରରୁ ଆରମ୍ଭ ହେବ । ତେବେ ସେପ୍ଟେମ୍ବରରେ ବ୍ୟାଙ୍କ କେତେ ଦିନ ଛୁଟି ରହିବ ସେନେଇ ଆରବିଆଇ ଏକ ତାଲିକା ପ୍ରକାଶ କରିଛି ।ସେପ୍ଟେମ୍ବର ୩ ରୁ ୫ କର୍ମ ପୂଜା ଯୋଗୁଁ ରାଞ୍ଚି ଏବଂ ପାଟନାରେ ବ୍ୟାଙ୍କଗୁଡ଼ିକ ୩ ସେପ୍ଟେମ୍ବରରେ ବନ୍ଦ ରହିବ। ପ୍ରଥମ ଓନମ ଯୋଗୁଁ ତ୍ରିଭେନ୍ଦ୍ରମ!-->…
ବୁଲେଟ୍ ଟ୍ରେନ୍ରେ ବୁଲିଲେ ମୋଦୀ
ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ ।। ଉନ୍ନତ ବୁଲେଟ୍ ଟ୍ରେନ୍ ଇ-୧୦ ଦେଖିବା ପାଇଁ ମିଆଗି ପ୍ରଦେଶର ସେଣ୍ଡାଇରେ ପହଞ୍ଚିଥିଲେ ମୋଦୀ ।!-->…
ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ
ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍!-->…
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପେନସନ ପାଇଁ କଲେ ଆବେଦନ
ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଧନଖଡ ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ଆଜମେର ଜିଲ୍ଲାର କିଶନଗଡ଼ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାୟକ ହୋଇଥିବାରୁ ତାଙ୍କର ଏବେ ବିଧାନସଭାରୁ ପେନସନ ପାଇବାର ଅଧିକାର ଅଛି।ବିଧାନସଭା!-->…
ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ
ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନାମୁତାବକ ଶୌଚାଳୟ ସଫେଇ ବେଳେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସଫେଇ!-->…
ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼
ଜଟଣୀ ଥାନା ଛକରେ ପଡିଥିଲା ପାର୍ବତୀ ଗଣନାନ୍ୟ । ଆଉ ଚାଲିଥିଲା ଅପେରା ।ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ଥିଲେ ଦର୍ଶକ। ଠିକ ସେହିସମାୟାରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଥିଲା । ଆଗ ଧାଡ଼ିରେ ବସିଥିବା ଜଣେ ଯୁବକ ଠିଆ ହୋଇ ନିଶା ମହାରଣାଙ୍କ!-->…
ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ
ଭାରତର ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନି ରଥର ଗୋଟିଏ ଲେଖାଏଁ ଚକ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନି ରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର!-->…
ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କ ରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ନବୀନ
ସାରା ରାଜ୍ୟ ରେ ସାର ଯୋଗାଣ ରେ ବ୍ୟାପକ ଅବ୍ୟବସ୍ଥା.କଳାବଜାର,ଅପମିଶ୍ରଣ ଏବଂ ବଜାର ରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ.ବିଭିନ୍ନ ସ୍ଥାନ ରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି. ସାର ପାଇଁ ଆଜି ରାସ୍ତା ରେ ଚାଷୀ.ଚାଷୀ କୂଳ ର ଏ ସମସ୍ୟା ନେଇ!-->…
ଟ୍ରମ୍ପଙ୍କୁ ବଡ଼ ଝଟ୍କା : ଟାରିଫ୍କୁ ବେଆଇନ ବୋଲି ଦର୍ଶାଇଲେ କୋର୍ଟ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂଘୀୟ ଅପିଲ ଅଦାଲତ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ଅବୈଧ କରିଛନ୍ତି । ଆମେରିକା ଦ୍ବାରା ଲାଗୁ କରାଯାଇଥିବା ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ!-->…
ଧାନ ବିକ୍ରି ପାଇଁ ଜାଲିଆତି କରିଥିବା ଚାଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଧାନ ବିକ୍ରି ପାଇଁ ଜାଲିଆତି କରି ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ନିଜ ଜମି ବଦଳରେ ରାସ୍ତା, ଗୋଚର ଜମି, ଶ୍ମଶାନ ଓ ସରକାରୀ ଜମିକୁ ଦେଖାଇ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଖୁବ୍ ଶୀଘ୍ର ଚିଠି!-->…
ନବୀନ ନିବାସରେ ଯୁବ ଓ ଛାତ୍ର ବିଜେଡି ଟିମ୍
ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ କେହି ଶୀର୍ଷ!-->…
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
୨୯ ଅଗଷ୍ଟ ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି।ପୁରସ୍କାର ବିଜେତାଙ୍କୁ ଟ୍ରଫି, ମାନପତ୍ର ଏବଂ ଆର୍ଥିକ ରାଶି ପ୍ରଦାନ!-->…