Browsing Category

ଆଜିର ଖବର

ତୁର୍କା ଗାଁ ଗାଡ଼ୱାଲ ନିର୍ମାଣ କାମରେ ଅନିୟମିତତା ବାଲି ମିଳୁନାହିଁ ବୋଲି ବ୍ୟବହାର ହେଉଛି କ୍ରସର ଗୁଣ୍ଡ ।

କଳାହାଣ୍ଡି,ଶେଖର ସୁମନ ଦାଶ (HR TV ଓଡ଼ିଆ) ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁକୁ ସଂଯୋଗ ହେଉଥିବା ଆର୍ଡି ରାସ୍ତାର ଦୁଇ ପାର୍ଶ୍ଵରେ ନିର୍ମାଣ ହେଉଥିବା ଗାଡ଼ୱାଲ କାମ ଅନିୟମିତତା ହେଉଥିବା ଦେଖୁବାକୁ ମିଳିଛି।ନୂତନ ଭାବେ ନିର୍ମାଣ ହେଉଥିବା ଗାଡ଼ୱାଲ କାମରେ ବାଲି ନମିଳିବାରୁ

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି।ଏହାକୁ ଅନୁଗୁଳ ତଥା ରାଜ୍ୟର

ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି

ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର

ରାସ୍ତା କଡ଼ରେ ଯୁବକଙ୍କ ମୃତ ଦେହହତ୍ୟାକାରୀଙ୍କୁ ଧରିବାକୁ ବୁଲିଲା ସନ୍ଧାନୀ କୁକୁର

ଚନ୍ଦାହାଣ୍ଡି- ତା 24.08(ନି.ପ୍ର)ରାସ୍ତା କଡ଼ରେ ହତ୍ୟା କରି ଫିଙ୍ଗିଲେ ଯୁବକକୁ l ନୃସଂଶ ଭାବେ ହତ୍ୟା କଲେ ହତ୍ୟା ହତ୍ୟାକାରୀ l ନା ଥିଲା ଆଇନ୍ ର ଭୟ ନା ଥିଲା ମାନବିକତା l ଗାଁ ନିକଟ ଏକ ରାସ୍ତା କଡ଼ରେ ଗଦା ହୋଇଥିବା ବାଲି ଗଦାରେ ପଡ଼ିଥିଲା ଯୁବକଙ୍କ ମୃତ ଦେହ l ତେବେ ମୃତ ଯୁବକଙ୍କ

ଗାଁରେ ବୁଲୁଛି ଅଜଣା ଜନ୍ତୁ,ଗାଁ ରେ ଖେଳିଯାଇଛି କୋକୁଆ ଭୟ

କାମାକ୍ଷାନଗର ନିକଟବର୍ତ୍ତୀ ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଭୟଭୀତ ଗ୍ରାମବାସୀ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହର ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ଅଜଣା

ହସ୍ପିଟାଲରୁ ଡିସଚାର୍ଜ ହେଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଏସସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଥିଲେ। ଗତ ୨୧

୩୦୦ ଅଗ୍ନିଶମ ପଦବୀ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । କହିଲେ ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି । ଦକ୍ଷତା ବୃଦ୍ଧି ପାଇଁ ଓଡିଶାରେ ଏକ ବିଶ୍ୱସ୍ତରୀୟ

ମନି ଗେମ୍ ବନ୍ଦ କଲା ଡ୍ରିମ-୧୧ ଓ ମାଇ୧୧

ସଂସଦରେ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଗୃହୀତ ହେବା ମାତ୍ରେ, Dream11, MPL, Zupee ଇତ୍ୟାଦି ସେମାନଙ୍କର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଅନଲାଇନ୍ ଗେମିଂ ବିଲ୍‌ରେ ନିୟମ ଉଲ୍ଲଂଘନ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଜେଲ୍ ବ୍ୟବସ୍ଥା କରିଛନ୍ତି।ଡ୍ରିମ-୧୧

ସମୁଦ୍ରରେ ଭାସିଗଲେ ହାଇବାଦରୁ ଆସିଥିବା ପର୍ଯ୍ୟଟକ

ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ ଚନ୍ଦେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ

ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ କୃଷକ ପଞ୍ଜୀକରଣ।

୨୫ ଯାଏଁ ଚାଲିବ ଚାଷୀ ପଞ୍ଜୀକରଣ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ । ଖାତାର ଅବିକଳ ନକଲ ପାଇବା ଲାଗି ଆବେଦନ କରିପାରିବେ । ବୋର୍ଡ କାଯ୍ୟାଳୟରେ ଦରଖାସ୍ତ ଏବଂ ଫିସ ଦାଖଲ କରିପାରିବେ । ଅଫଲାଇନ ସେପ୍ଟେମ୍ବର ୨ ଭିତରେ ଆବେଦନ କରିପାରିବେ । ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ

ଶ୍ରୀମନ୍ଦିର ପରିସରରେ ଶିଶୁ ତଥା ମା’ ମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି ନିଷ୍ପତି।ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା