Browsing Category
ଆଜିର ଖବର
ରବିଚାଷ ର ଧାନ ବିକ୍ରୟ ନିମନ୍ତେ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା*
*କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ରବି ଋତୁରେ ଧାନ ଚାଷ କରିଥିବା ଜୟପାଟଣା, କୋକସରା, ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ଚାଷୀମାନଙ୍କ ଧାନ କ୍ରୟ କରିବା ପାଇଁ ଆଜି କଳାହାଣ୍ଡି କୃଷକ ମୋର୍ଚ୍ଚା ସଭାପତି ସୁଧୀର କୁମାର ମୁଣ୍ଡ ଙ୍କ ଅଧକ୍ଷତା ରେ ଜିଲ୍ଲା!-->…
ବାପୁନ ବେହେରା ପାଇଲେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ସମ୍ମାନ
ଗଣିଆ (ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକସ୍ଥିତ ଆଡ଼କଟା ପଂଚାୟତର ଜଗନ୍ନାଥପ୍ରସାଦ ଗ୍ରାମର ବାପୁନ ବେହେରାଙ୍କୁ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ସମାରୋହରେ ଜାତୀୟ!-->…
ମୌଳିକ ସମସ୍ୟା ସମାଧାନ ପାଇଁ ଆଦିବାସୀ ଅଧ୍ୟସିତ ବଡ଼ସିଲିଙ୍ଗା ପଂଚାୟତରେ ୨ଟିମଙ୍କ ସମୀକ୍ଷା
ଗଣିଆ (ବିଶ୍ୱରଂଜନ ସେଠି ) ନୟାଗଡ଼ ଜିଲା ଗଣିଆ ବ୍ଳକ ସ୍ଥିତ ଆଦିବାସୀ ଅଧ୍ୟସିତ ତଥା ଅନୁନ୍ନତ ଅଂଚଳଭାବେ ବଡ଼ସିଲିଙ୍ଗା ପଂଚାୟତ ବେଶ ପରିଚିତ । ଏଠାରେ ମୌଳିକ ସମସ୍ୟାରେ ଜର୍ଜରିତ ହେଉଛନ୍ତି ପଂଚାୟତବାସୀ । ମୁଖ୍ୟ ସମସ୍ୟା ପାନୀୟ ଜଳଠାରୁ ଆରମ୍ଭ କରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ!-->…
ରଥଯାତ୍ରା ପାଇଁ ବିଭିନ୍ନ ଦିଗରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
ଆସନ୍ତା ଜୁଲାଇ ୧୬ରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ଆଜି (ଗୁରୁବାର) କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ!-->…
ଲାଞ୍ଚ ନେବା ବେଳେ କିରାଣୀ ସହ ପିଅନକୁ ମାଡିବସିଲା ଭିଜିଲାନ୍ସ
ଲାଞ୍ଚ ନେବା ଅଭିଯୋଗରେ୨ ଗିରଫ । ଟିଟିଲାଗଡ଼ ସର୍କଲ୍ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।ଗିରଫ ଦୁଇ ଜଣ ସିନିୟର ଆସିଷ୍ଟାଣ୍ଟ ଅନିଲ କୁମାର ପଣ୍ଡା ଓ ପିଅନ୍ ହରେକୃଷ୍ଣ ମାଝୀ । ଉଭୟେ ଟିଟିଲାଗଡ଼ ସ୍ଥିତ ARCS କର୍ମଚାରୀ । ଗତବର୍ଷ ଜାନୁଆରୀରେ ଅବସରପ୍ରାପ୍ତ!-->…
ବିଶ୍ୱ ବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ। ସମସ୍ତ କୁଳପତିଙ୍କୁ ଚିଠି
ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି!-->…
ଆଦର୍ଶ ମହିଳା ଲକ୍ଷ୍ମୀ ଜେନାଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି
ମାହାଙ୍ଗା -୨୨/୫ ପଲ୍ଲୀ କବି ନନ୍ଦକିଶୋର ଓ ଶିଳ୍ପୀ ଗୁରୁ ବି ବର୍ମାଙ୍କ ଜନ୍ମମାଟି କୁସୁପୁର ଠାରେ ଆଦର୍ଶ ଧର୍ମପ୍ରାଣା ମହିଳା ଶତାୟୁ ଲକ୍ଷ୍ମୀ ଜେନାଙ୍କ ଏକାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ!-->…
ଅବତରଣବେଳେ ରନ୍ଓ୍ବେରେ ପିଟିହେଲା ବିମାନ ; ଯାତ୍ରୀ ସୁରକ୍ଷିତ
ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ କରିଦିଆଯାଇଥିଲା।!-->…
ବ୍ଲକ୍ର କିଛି ଘଣ୍ଟା ପରେ ପୁଣି ଫେରିଲା କକରୋଚ ପାର୍ଟି
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ବିରୋଧରେ ଆରମ୍ଭ ହୋଇଥିବା କକ୍ରୋଚ ଜନତା ପାର୍ଟି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରଙ୍କ ତରଫରୁ ସିଜେପିର "ଏକ୍ସ' ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି!-->…
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହାମଜା ବୁରହାନକୁ ପାକ୍-ଅଧିକୃତ କାଶ୍ମୀରରେ ଗୁଳି କରି ହତ୍ୟା
ପାକିସ୍ତାନ ମାଟିରେ ପୁଣି ଜଣେ ଭାରତର ଶତ୍ରୁ ନିହତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀ ହାମଜା ବୁରହାନକୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଅଜ୍ଞାତ ବନ୍ଧୁକଧାରୀ ତାକୁ ଟାର୍ଗେଟ୍ କରି ଏହି ଏନକାଉଣ୍ଟର କରିଛନ୍ତି।ହମଜା ବୁରହାନ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ!-->…
ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ, ନରୱେ ମହାରାଣୀ ଓ ରାଜାଙ୍କୁ ମୋଦିଙ୍କ ଉପହାର
ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ ।ପ୍ରଧାନମନ୍ତ୍ରୀ ମୋଦି ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି!-->…
TVK ସରକାରରେ ୨୩ ମନ୍ତ୍ରୀ ନେଲେ ଶପଥ, ୫୯ ବର୍ଷ ପରେ ଫେରିଲା କଂଗ୍ରେସ
ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଛି କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କରିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ।!-->…