Browsing Category
ଆଜିର ଖବର
କିଡିଙ୍ଗ ବେହେରା ପୋଲରେ ଓଲଟିଲା ଧାନ ବୋଝେଇ ଟ୍ରକ
HR tv ଓଡ଼ିଆ /କଳାହାଣ୍ଡି (ଶେଖର ସୁମନ ଦାଶ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ କାଉଗୁଡା ମଝିରେ ଥିବା ବେହେରା ପୋଲରେ ଆଜି ସକାଳୁ ଗୋଟିଏ ଧାନ ବୋଝେଇ ବୋଝେଇ ଟ୍ରକ (ସି ଜି 06 ଜି ୱାଇ 6366 ) ରାସ୍ତା କଡକୁ ଓଲଟି!-->…
ସିଦ୍ଧେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଇସାରାରେ ବେଆଇନ ଗଛ କଟାଘଟଣାର ନିରପେକ୍ଷ…
ଜଗତସିଂହପୁର ତା =9/8/25ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିବେଶ ର ସୁରକ୍ଷା ପ୍ରଦୂଷଣ ରୁ ରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ ଯୋଜନା ପ୍ରଣୟନ କରିଛନ୍ତି |
ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟ ରେ ବ୍ୟାପକ ଗଛ ଚାରା ରୋପଣ!-->!-->!-->…
ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀଙ୍କୁ ଉତ୍ସାହିତ କଲା ମୂଳନିବାସୀ ଅନୁସୂଚିତ ଜାତି ସଂଘ, ଚନ୍ଦାହାଣ୍ଡି
ସ୍ଥାନ- ଚନ୍ଦାହାଣ୍ଡିତା - 09.08.2025ରିପୋର୍ଟ- ପୀତାମ୍ବର ସୋରୀ ଆଜି ସମଗ୍ର ବିଶ୍ୱରେ ଜନଜାତି ସମ୍ପ୍ରଦାୟର ଲୋକେ ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ବେଳେ, ଏକ ନିବିଡ଼ ଭାବ ବନ୍ଧନରେ ଆବଦ୍ଧ ହୋଇ ସଙ୍ଗଠିତ ହୋଇ ଚଳି ଆସୁଥିବା ସାମାଜିକ ସଂଗଠନ ମୂଳନିବାସୀ ଅନୁସୂଚିତ ଜାତି ସଂଘ,!-->…
ଆସନ୍ତା ୨୯ ଓ ୩୦ରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ
ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ। ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଲୋକସଭାର ଅନୁସୂଚିତ!-->…
ବ୍ୟାଙ୍କର ବଡ଼ ଘୋଷଣା,୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ!
ଯଦି ଆପଣଙ୍କର ICICI ବ୍ୟାଙ୍କରେ ଆକାଉଣ୍ଟ ଅଛି, ଆପଣଙ୍କ ପାଇଁ ଆସିଛି ବଡ଼ ଖବର। ICICI ବ୍ୟାଙ୍କ ମହାନଗର ଏବଂ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ (SB) ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବା ମିନିମନ ବାଲାନ୍ସକୁ ନାଟକୀୟ ଭାବରେ ୫୦ ହଜାରକୁ ବୃଦ୍ଧି କରିଛି। ପ୍ରାୟ ଏକ ସପ୍ତାହ!-->…
ଦିଲ୍ଲୀରୁ ଫେରି ମନମୋହନ କଲେ ବଡ଼ ଘୋଷଣା!
ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ!-->…
ଜାଲରେ ପଡ଼ିଛି ୨ କୁଇଣ୍ଟାଲର ମାଛ ।
ଜାଲରେ ପଡ଼ିଲା ବିରାଟକାୟ ମାଛ । ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରାଟକାୟ ଶଙ୍ଖଚିଲ ମାଛ । ଯାହାକୁ କିଣିବା ପାଇଁ ବଡ଼ ବଡ଼ ବ୍ୟବସାୟୀଙ୍କ ଭିତରେ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ!-->…
୨୫ ତାରିଖ ସୁଦ୍ଧା ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି
ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗଠନ ହେବ ଶକ୍ତିଶ୍ରୀ ସଶକ୍ତିକରଣ ସେଲ । ଛାତ୍ରୀ ଓ ମହିଳା ଷ୍ଟାଫ୍ଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସକ୍ତିଶ୍ରୀ ସେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ!-->…
୮୦ ବର୍ଷୀୟ ବୃଦ୍ଧ ଅନଲାଇନ୍ ପ୍ରେମ: ୯ କୋଟି ଠକିନେଲେ ଠକ
ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି ନିଜକୁ ୪ ଭିନ୍ନ ମହିଳାଙ୍କ ପରିଚୟ ଦେଇ ୭୩୪ ଥର!-->…
ଆଜି ମିଳିବ ‘ସୁଭଦ୍ରା’ ଟଙ୍କା
ଆଜି ମିଳିବ ‘ସୁଭଦ୍ରା’ ଟଙ୍କା । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜି ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ୧୧ଟାବେଳେ ବାଙ୍କବିଜା ପଡ଼ିଆରେ ସୁଭଦ୍ରା ଯୋଜନା!-->…
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର!-->…
ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଜୁନାପାଣିରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ
2025-2026 ଅନୁଷ୍ଠିତ ହୋଇଯାଇଛି l ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରିମିଚନ ଚୌହାନ ଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ୍ ସଭାପତି ଭୀମସେନ ଡଙ୍ଗରୀ, ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ହେମ ମାଝୀ,!-->…