Browsing Category

ଆଜିର ଖବର

ଆକ୍ରମଣ କଲେ ମାନଚିତ୍ରରୁ ହଜିଯିବ ଇରାନ: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ।

ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁ ହାରିଗଲେ ମମତା ଦିଦି 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ

ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍‌ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ

ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କତା ଜାରି

ଦେଶରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି।ତେବେ ଆଜି ପାଣିପାଗ ବିଭାଗ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ,

ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ଆସିଲା ମମତାଙ୍କ ପ୍ରଥମ ଚାଞ୍ଚଲ୍ୟକର ବୟାନ

ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର

ପଶ୍ଚିମବଙ୍ଗରେ ବିଜେପି ସରକାର: ଯୋଗାଣ ମନ୍ତ୍ରୀ କହିଲେ, ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟ ଗଣତି । ଏଥର ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ‘ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ

ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ

ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । ଜନ ଗଣନା କୁ ତ୍ୱରାନ୍ୱିତ ଓ ସମୀକ୍ଷା ପାଇଁ କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର । ଏହି କାମ ଶେଷ ପର୍ଯାୟ ଅଛି । ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳ ଙ୍କୁ

ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ ମାଟ୍ରିକ ପାସ୍‌

ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ ମାଟ୍ରିକ ପାସ୍‌। ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆଉ ପରୀକ୍ଷାରେ ପାସ ହୋଇଛନ୍ତି ବହୁ ଚର୍ଚ୍ଚିତ ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ (୧୮ ଇଞ୍ଚର ଛାତ୍ରୀ) ସୁନିତା ନାଏକ। ଏହି ଛାତ୍ରୀ ଜଣଙ୍କ ମହୁଲପାଳ

ଟିଭିକେ ବିଜୟ ପରେ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ

ତାମିଲନାଡୁରେ ଶାସକ ଡିଏମକେକୁ ବଡ଼ ଝଟକା ଲାଗିଛି।ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି। ତାଙ୍କୁ ହରାଇଛନ୍ତି ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁ। କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟ୍‌ରେ ହାରିଯାଇଛନ୍ତି ଡିଏମ୍‌କେ

ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା

ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିମାସ ୧୫

ଆସାମରେ ବିଜେପି ସରକାର

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଆସାମର ୧୨୬ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖରେ ରାଜ୍ୟରେ ୧୨୬ ନିର୍ବାଚନମଣ୍ଡଳୀରେ ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ ।

ଭୂମିପୁତ୍ରର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମାହାଙ୍ଗା -୪ /୫ ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଭୂମିପୁତ୍ର" ର ମିଳିତ ସହଯୋଗରେ ଲୋକକଳା ମହୋତ୍ସବ-୨0୨୬ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୋଡାମରାଇ ପଞ୍ଚାୟତରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି lଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ସ୍ତମ୍ଭକାର