ବାଇକ ଉପରେ ଚଢ଼ିଗଲା ବସ,ମୁଣ୍ଡ ଉପରେ ଚଢିଗଲା ବସ,ଘଟଣା ସ୍ଥଳରେ ବାଇକ ଚାଳକ ମୃତ,
କୋଣାର୍କ:-ଗୋପ ସେବା କ୍ଲିନିକ ସମ୍ମୁଖରେ ରେ ଘଟିଲା ଦୁର୍ଘଟଣା, କୋଣାର୍କ ଥାନା ଅଧୀନ ବନାଖଣ୍ଡି ଗ୍ରା:ପ ଅନ୍ତର୍ଗତ ଯନ୍ତନା ଗ୍ରାମର ଭଗବାନ ମଲ୍ଲିକଙ୍କ ପୁଅ ପ୍ରଶାନ୍ତ ମଲ୍ଲିକ(ବାୟା)ବୋଲି ଗୋପ ପୋଲିସ ସୂତ୍ରରୁ ସୂଚନା,ଘଟଣା ସ୍ଥଳରେ ଗୋପ ପୋଲିସ ଶବକୁ ଜବତକରିବା ବେଳେ ,ଆମ୍ବୁଲାନ୍ସ ଦ୍ୱାରା ପୋସ୍ତମୋର୍ଟମ ନିମନ୍ତେ ପଠାଗଲା ଶବ,ଗୋପ ପୋଲିସ ବସ କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖିଛି,ଘଟଣା ସ୍ଥଳରେ ଗୋପ ବଜାରରେ ଉତ୍ତେଜନା ଲାଗି ଥିବା ସୂଚନା।
