ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ଉଚ୍ଚ ବିଦ୍ୟାଳୟ


ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ର 1998ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ସମଙ୍ଗ କଲ୍ୟାଣ ମଣ୍ଡପ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଷାଠିଏ ରୁ ଉର୍ଦ୍ଧ ସହପାଠୀ ଯୋଗଦେଇ ଦୀର୍ଘ କୋଡିଏ ବର୍ଷର ଅଭୁଲା ଅନୁଭୂତି କୁ ରୋମନ୍ଥନ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ସୁଧୀର ସ୍ୱାଇଁ, ଜଗନ୍ନାଥ ମହାନ୍ତି, ସମୀର ସ୍ୱାଇଁ, ଅଲେଖ ମହାନ୍ତି, ନୀଳାଦ୍ରି ମହାନ୍ତି, କ୍ଷୀରୋଦ ଚନ୍ଦ୍ର ସେଠୀ, ଲକ୍ଷ୍ମୀକାନ୍ତ ଲେଙ୍କା, ଲୋପାମୁଦ୍ରା କର, ଶ୍ୱେତପଦ୍ମାନନ୍ଦ, ଅଙ୍ଗୁରୁବାଲା ମହାନ୍ତି, ପ୍ରତାପ ମଲ୍ଲିକ, ମୋନାଲିସା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |