ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳ ତରଫରୁ ଅନୁଗୋଳ ଜିଲ୍ଲା ର ବିଭିନ୍ନ ପଦବୀ ରେ ଥିବା ମହିଳା ପଦାଧିକାରୀ,ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ,ଜିଲ୍ଲା ପଞ୍ଚାୟତ ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଙ୍କୁ ମହିଳା ଦିବସ ଉପଲକ୍ଷେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ବାର୍ତ୍ତା ଦିଆ ଯାଇଥିଲା।ଅଧିକାରୀ ମାନେ ସଂସ୍ଥା କୁ ମହିଳା ଓ ଶିଶୁ ଉନ୍ନୟନ କ୍ଷେତ୍ରରେ ସମର୍ପିତ ସେବା ପାଇଁ ଅନେକ ଶୁଭେଚ୍ଛା ଜଣାଇଥିଲେ।


