କୁଜଙ୍ଗ ତା 21/4ଆମ ପୋଲିସ୍ ସେବା କୁଜଙ୍ଗ

ଆଜି ଦିନ କୁଜଙ୍ଗ ପୋଲିସ୍ ଓ SDPO, ତିର୍ତ୍ତୋଲ ସମସ୍ତ ଉପସ୍ଥିତିରେ କୁଜଙ୍ଗ ଥାନାରେ ‘ଆମ ପୋଲିସ୍ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସରପଞ୍ଚ, ବଜାର କମିଟିର ନେତୃବୃନ୍ଦ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇଥିଲେ। ବୈଠକରେ ଆଇନ୍-ଶୃଙ୍ଖଳା, ସାଇବର ଅପରାଧ, ଜନସାଧାରଣ-ପୋଲିସ୍ ସମ୍ପର୍କ ଓ ସମନ୍ୱୟ, NDPS ମାମଲା ଏବଂ କମ୍ୟୁନିଟି ପୋଲିସିଂ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ