କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ ଙ୍କ ନେତୃତୱରେ କୌଣସ ସୁତ୍ରରୁ ଖବର ପାଇ

କୁଜଙ୍ଗ ତା11/6/2026 କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ ଙ୍କ ନେତୃତୱରେ କୌଣସ ସୁତ୍ରରୁ ଖବର ପାଇ ଗୋଟିଏ ଅବକାରୀ ମାମଲା ଚିହ୍ନଟ ହୋଇ କୁଜଙ୍ଗ ଥାନା ମାମଲା ନଂ 157/26, U/s-111(3)/61(2) BNS/52(a)/53/54/55/59 ଓଡିଶା ଅବକାରୀ ଆଇନ ଅନୁଯାୟୀ ରୁଜୁ କରାଯାଇଛି ଚଢାଉ ସମୟରେ ବିଦେଶୀ ମଦ : (1) 14 ଟି ଟ୍ୟୁବର୍ଗ ଷ୍ଟ୍ରଙ୍ଗ ବିୟର ବୋତଲ (ପ୍ରତ୍ୟେକ 650 ମି.ଲି.),(2) 19 ଟି ରୟାଲ ଚ୍ୟାଲେଞ୍ଜ ସିଲେକ୍ଟ ଗୋଲ୍ଡ ହୁଇସ୍କି (ପ୍ରତ୍ୟେକ 180 ମି.ଲି.),(3) 26 ଟି ମ୍ୟାକ ଡୋୱେଲ୍ସ ନଂ 1 ହୁଇସ୍କି ବୋତଲ (ପ୍ରତ୍ୟେକ 180 ମି.ଲି.), (4) 11 ଟି ମ୍ୟାକ ଡୋୱେଲ୍ସ ନଂ 1 ରମ୍ (ପ୍ରତ୍ୟେକ 180 ମି.ଲି.) ଏବଂ ଦେଶୀ ମଦ425 ଟି ଆସ୍କା 40 ଦେଶୀ ମଦ (ପ୍ରତ୍ୟେକ 200 ମି.ଲି.), ସମୁଦାୟ 104.180 ଲିଟରଅଭିଯୁକ୍ତମାନଙ୍କ ଠାରୁ ଜବତ କରାଯାଇଛି, ଯଥା (1) ପ୍ରସନ୍ନ ବେହେରା (48), ପିତା- ପୁରୁଷୋତ୍ତମ ବେହେରା, ଗ୍ରାମ- ତ୍ରିଲୋଚନପୁର, ଥାନା- ଅଭୟଚନ୍ଦ୍ରପୁର, ଜିଲ୍ଲା- ଜଗତସିଂହପୁର (2) ଗୁରିଆ @ ଯୁଧିଷ୍ଠିର ବେହେରା (60), ପିତା- ରାଜିବା ବେହେରା, ଉଭୟ ଗ୍ରାମ- ବଡବୁଦା, ଥାନା- କୁଜଙ୍ଗ, ଜିଲ୍ଲା- ଜଗତସିଂହପୁର ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଛି ଲୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ