ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ସାରୁଅ ବଜଜାରରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା
ବେଗୁନିଆ: ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ସାରୁଅ ବଜଜାରରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ସ୍କୁଟି ପଛରୁ ପିଟିଲା ମିନାର ବସ । ବସ୍ ଧକାରେ ଜଣେ ମହିଳାଙ୍କ ମୃତ । ମହିଳା ଜଣକ ନିଜ ସ୍କୁଟିରେ ସାରୁଅରୁ ବାଘମାରି ଅଭିମୁଖେ ଯାଉଥିବା ସୂଚନା। ତେବେ ଏହି ଦୁର୍ଘଟଣାକୁ ନେଇ ଚାପା ଉତେଜନା ସୃଷ୍ଟି*