ସରିଲା ପରିବହନ ଆୟୁକ୍ତଙ୍କ ବୈଠକ। ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ

ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ଘରୋଇ ବସ୍ ମାଲିକ ସଙ୍ଘ ସ୍ୱାଗତ କରିଛି ।ରାତ୍ରୀକାଳୀନ ବସ ପାଇଁ ତେଲ ମିଳିବାର ପ୍ରତିଶ୍ରୁତି ମିଳିଛି। ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି କହିଛି ପରିବହନ ଆୟୁକ୍ତ ୪୮ ଘଣ୍ଟାର ମହଲତ ମାଗିଛନ୍ତି।