ସଡ଼କ ଦୁର୍ଘଟଣାରେ ବାଇକି ଆରୋହୀ ମୃତ
ସ୍ଥାନ -ପାଲଲହଡା Date -15/5/ ଅନଗୁଳ ଜିଲ୍ଲା ସମଲ ଥାନା ବୁରୁକୁନା ପଂଚାୟତ ମହୀଧରପୁର ଗ୍ରାମର ସୁଶାନ୍ତ କୁମାର ସାହୁ ତାଳଚେର ସାଗର ଖିଲାର ଙ୍କ ଗାଡି ଚଳନ୍ତି, ଗାଡି ଖରାପ ହେବାରୁ ଟେଲକୋ ରେ ଗାଡି ଠିକ କରିବା ପାଇଁ ଭର୍ତ୍ତି କରି ଖମାର ପାତାଳ କଲୋନୀ ରେ ରହୁଥିବା ଘରକୁ ଯାଉଥିଲେ, ବାଟରେ ନିଜେ ବାଇକି ରୁ ଖସି ପଡିଥଲେ ଖମାର ଟୁଲ ଗେଟ ଆମ୍ବୁଲାନ୍ସ ଖମାର ମେଡିକାଲ ରେ ଭର୍ତ୍ତି କରିଥଲେ ଖମାର ଆସୁ ଚିକିତ୍ସା କରି ଅନଗୁଳ ପଠେଇ ଦେଇ ଥିଲେ, ବାଟରେ ତାଙ୍କର ସିରିଏସ କଣ୍ଡିସନ ହେବାରୁ ତାଙ୍କୁ ତାଳଚେର ମଣ୍ଡା ପାଳ ମେଡିକାଲ ରେ ଭର୍ତି କରିଥିଲେ ଡାକ୍ତର ତାଙ୍କୁ ମୁର୍ତ୍ତୁ ଘୋଷଣା କରିଥିଲେ,