ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ମୁହଁଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ମୁହଁଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ଓକିଲ ସଂଘ ସ୍ଥିର କରନ୍ତୁ। ସେମାନେ ନିଜ ଭିତରେ ଆଲୋଚନା କରି ଏହା ସ୍ଥିର କରନ୍ତୁ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ହାଇକୋର୍ଟ ବେଞ୍ଚ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ। ଏନେଇ କେନ୍ଦ୍ର ସରକାରଙ୍କୁ ଏକ ସମନ୍ବିତ ପ୍ରସ୍ତାବ ଦେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।