ଦୀପାବଳିରେ ଦୁଇଗୁଣ ଉପହାର ପାଇବେ ଲୋକେ- ମୋଦି
ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି!-->…