ପୁରୀ କୋଣାର୍କ ମେରାଇନି ଥାନା ଠାରୁ ଅଳ୍ପ ଦୁରରେ ଭୟଙ୍କର ଦୃର୍ଘଟଣା ୫ଜଣ ଗୁରୁତର।
ପୁରୀ କୋଣାର୍କ ମେରାଇନି ଥାନା ଠାରୁ ଅଳ୍ପ ଦୁରରେ ଭୟଙ୍କର ଦୃର୍ଘଟଣା ୫ଜଣ ଗୁରୁତର। ସୂଚନା ମୁତାବକ ପୁରୀରୁ ଆସୁଥିବା ଇକୋସ୍ପଟ କାର ସହ କୋଣାର୍କ ରୁ ଯାଉଥିବା ଇଟିକା କାର ମୁହାଁମୁହିଁ ଧକା ଘଟଣା ସ୍ଥାନରେ ମେରାଇନି ପୋଲିସ ପହଞ୍ଚି ଦୁଇ ଗାଡିର ଯାତ୍ରୀକୁ ଉନ୍ଧାର କରି ପ୍ରଥମେ ଗୋପ ମେଡିକାଲରେ ସ୍ଥାନାନ୍ତରିତ।

ସମସ୍ତେ ଯାତ୍ରୀ ଭଲଥିବା ବେଳେ କୋଣାର୍କ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଦୃର୍ଘଟଣା ରେ ତିନିଜଣ ମହିଳା ଗୁରୁତର ଥିବା ବେଳେ ଦୁଇଜଣ ପୁରୁଷ ଗୁରୁତର ହେବା ସୂଚନା ରହିଛି।ଗାଡି ଦୁଇଟର ବେଲୁନୁ ଫାଟି ଯିବାରୁ ଅଳ୍ପକେ ବଞ୍ଚିଛନ୍ତି ଯାତ୍ରା।କୋଣାର୍କ ରୁ ପ୍ରକାଶ କାଣ୍ଡି