Browsing Category
ଆଜିର ଖବର
ମଦ ଦୋକାନ ପାଇଁ ଏପ୍ରିଲରେ ହେବ ଲଟେରୀ
ନୂଆ ଅବକାରୀ ନୀତି ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେବାକୁ ଯାଉଛି ।ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟାରେ ହେବ ।!-->…
ଗ୍ୟାସ୍ ଓ ତେଲ ପରେ ଏବେ ମହଙ୍ଗା ହେବ ଔଷଧ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଲା କିନ୍ତୁ ଘାଣ୍ଟି ସନ୍ତୁଳି ହେଉଛି ସାରା ବିଶ୍ବ। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲର ନିଅଣ୍ଟିଆ ସ୍ଥିତି ଭିତରେ କଷ୍ଟ ବଢ଼ାଇଛି ଖାଇବା ତେଲ। ଗତ କିଛି ଦିନ ଭିତରେ ଖାଇବା ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ବଢ଼ିଥିଲା। ହଠାତ୍ ବଢିଥିଲା ପାମୋଲିନ୍, ସୂର୍ଯ୍ୟମୁଖୀ,!-->…
ଅଯୋଧ୍ୟାରେ ରାମଲଲ୍ଲାଙ୍କ ସୂର୍ଯ୍ୟତିଳକ
ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା। ଏହାପରେ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦିବ୍ୟ ଘଟଣା ଦେଖିବା ପାଇଁ ହଜାର ହଜାର ଭକ୍ତ!-->…
ଦେଶରେ ଲାଗିବାକୁ ଯାଉଛି କି ଲକ୍ଡାଉନ୍ ?ଜବାବ ଦେଲେ କେନ୍ଦ୍ର ସରକାର
ଇରାନରେ ଯୁଦ୍ଧ ଯୋଗୁଁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି । ଏହା ମଧ୍ୟରେ ସରକାର ଏହାର ସତ୍ୟା ସତ୍ୟ ସଂପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଲକଡାଉନ ହେବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଜୋର ଦେଇ କହିଛନ୍ତି,!-->…
ଇରାନ ଉପରେ ଆକ୍ରମଣ ବନ୍ଦ, ୧୦ ଦିନ ପାଇଁ ସ୍ଥଗିତ ରଖିଲା ଆମେରିକା
ଇରାନର ଶକ୍ତି କେନ୍ଦ୍ର ଉପରେ ୧୦ଦିନ ଆକ୍ରମଣ କରିବନି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୁଇ ରାଷ୍ଟ୍ର ଭିତରେ ଆଲୋଚନା ସକରାତ୍ମକ ଭାବେ ଚାଲିଥିବାରୁ ଏପ୍ରିଲ ୬ତାରିଖ ଯାଏଁ ଆକ୍ରମଣ କରିବନ ବୋଲି କହିଛନ୍ତି।ତେବେ ଏହା!-->…
କାଉଗୁଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ଉତ୍ସବ ପାଳିତ*
*ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ଼ ପଂଚାୟତ ସ୍ଥିତ କାଉଗୁଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର!-->…
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ । ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଚଳିତ ସପ୍ତାହରେ(ଏପ୍ରିଲ ୧ ତାରିଖ ଭିତରେ) ଦକ୍ଷିଣ!-->…
ଆଜି ରଥକାଠ ଚିରଟର ଶୁଭ ଅନୁକୂଳ
ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ।ରଥକୋଡ୍ ଅନୁସାରେ ଶ୍ରୀବଳଭଦ୍ରଙ୍କ!-->…
ପେଟ୍ରୋଲ୍ ଡିଜେଲ୍ରେ ଉତ୍ପାଦ ଶୁକ୍ଳ ହ୍ରାସ
ପେଟ୍ରୋଲ୍ ଡିଜେଲ୍ ଉପରୁ କମିଲା ଏକ୍ସସାଇଜ୍ ଡ୍ୟୁଟି। ଯୁକ୍ତରାଷ୍ଟ୍ର–ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧ ହେତୁ ଇନ୍ଧନ ଦର ବଢ଼ିବା ଆଶଙ୍କା ମଧ୍ୟରେ, ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଏକ୍ସାଇଜ୍ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କା କମାଇଛନ୍ତି। ଯାହାଫଳରେ ପେଟ୍ରୋଲ୍ ଉପରେ ଶୁଳ୍କ ୧୩!-->…
ଗ୍ରୀଷ୍ମଛୁଟି ପୂର୍ବରୁ ମିଳିବ ସ୍କୁଲ୍ ପୋଷାକ, ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ
ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ମିଳିବ ସ୍କୁଲ୍ ପୋଷାକ। ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଏବଂ ଗ୍ରୀଷ୍ମକାଳୀନ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ,!-->…
ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର
ଆସନ୍ତାକାଲି ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ।ଚୈତ୍ର ଶୁକ୍ଳ ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଜନ୍ମନୀତି ଅନ୍ୟତମ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ମଧ୍ୟାହ୍ନ ଧୂପ ଭୋଗ ସରିବା!-->…
ଜିଲାର ଶ୍ରେଷ୍ଠ ଆଶାଭାବେ ପୁରସ୍କୃତ ହେଲେ ଗଣିଆ ବ୍ଳକର ମାମିନା ବେହେରା
ଗଣିଆ,-(ବିଶ୍ୱରଂଜନ ସେଠି) ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ନୟାଗଡ଼ ସ୍ଥିତ ପଠାଣୀ ସାମନ୍ତ ସଂସ୍କୃତି ଭବନ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପା ନିଳିମା ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଜିଲାର ସମସ୍ତ!-->…