କାଉଗୁଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ଉତ୍ସବ ପାଳିତ*
*ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ଼ ପଂଚାୟତ ସ୍ଥିତ କାଉଗୁଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗ ଦେଇ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହ୍ନର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ, ଲାଞ୍ଜିଗଡ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଲାଞ୍ଜିଗଡ ରୋଡ଼ ସରପଞ୍ଚ ମମତା ଶବର, ପୂର୍ବତନ ଶିକ୍ଷକ ଉମାଶଙ୍କର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ପାଷ୍ଟିକୁଡି ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ସୂର୍ଯ୍ୟ ନାରାୟଣ ପଣ୍ଡା, ସମାଜ ସେବୀ ହରିଶଙ୍କର ପାତ୍ର, ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ଯୋଗ ଦେଇ ଥିଲେ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁପ୍ରଭା ଦୋରା ସ୍ୱାଗତ ଅଭିଭାଷଣ ସହ ବିଦ୍ୟାଳୟ ରେ ବାର୍ଷିକ ବିବରଣୀ ପଠନ କରିଥିଲେ l ପୂର୍ବରୁ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇ ଥିଲା l କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ଲମ୍ବୋଦର ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସତ୍ୟବାଦୀ ନାୟକ, ନରେଶ କୁମାର ସାହୁ, ହିମାଞ୍ଚଳ ସାହୁ, ଜଗନ୍ନାଥ ନାଏକ, ସନ୍ଦୀପ ମିଶ୍ର, କୋକିଳ ଶବର, ବିବେକ ମହାପାତ୍ର, ପ୍ରଶାନ୍ତ ପ୍ରଧାନ, ଅରୁଣ କୁମର ପଣ୍ଡା, ଶିକ୍ୟାୟିତ୍ର ନମିତା ମାଝୀ, ଅଞ୍ଜଳି ସାହୁ, ପଦ୍ମିନୀ ସାହୁ, ରଶ୍ମିତା ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ସବିତା ଜଗତ, କନିଷ୍ଠ କିରାଣୀ ଆଲୋକ ମହାକୁଡ଼ ବିଦ୍ୟାଳୟ କର୍ମଚାରୀ ମମତା ନାୟକ, ଆରତୀ ପ୍ରଧାନ, ସଂକୀର୍ତନ ଶବର, ସୁଦର୍ଶନ ପାତ୍ର, ସମାଜ ଶବର, ସୁନା ମାଝୀ ଚମ୍ପା ମାଝୀ, ଗୋପୀମଣି ଶବର, କ୍ଷୀରବ୍ଧି ଯୁଆଡ ପ୍ରମୁଖ ପରିଚାଳନା ରେ ସହଯୋଗ କରି ଥିଲେ l କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ hr ଟିଭି ଓଡ଼ିଆ l