Browsing Category
ଆଜିର ଖବର
ଟ୍ବିନ ସିଟିରେ ଲାଗିଲା କଟକଣା! ସଂଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ବନ୍ଦ
ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଗତକାଲି ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ!-->…
ଗାଡ଼ି ଚାଳକ ସାବଧାନ! ବୀମା ,ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଫାସଟ୍ୟାଗ୍ କାମ କରିବ ନାହିଁ
ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଫେବ୍ରୁଆରୀ ୧ରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା!-->…
ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଗଣଦୁଷ୍କର୍ମ
ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଲି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନବେଳା ଏହି ଅଘଟଣ ଘଟିଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣାପଡିଛି ।ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫!-->…
କଟକରେ ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଗିରଫ ହେଲେ ଯୁବକ
ନାବାଳିକାଙ୍କ ଅଶ୍ଲୀଳ ଭିଡିଓକୁ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ!-->…
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଦର୍ଶନ କଟକଣା
ବୁଧବାର ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ହେବ। ଏଥିପାଇଁ ଅପରାହ୍ଣରେ ଦର୍ଶନ କଟକଣା ରହିବ। ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ୪ ରୁ ୫ ଘଣ୍ଟା ବନ୍ଦ ରହିବ।ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ ।!-->…
ଏକ ଲିଟର ପେଟ୍ରୋଲ ଏକ ଚକୋଲେଟ୍ ବାରଠାରୁ କମ୍ ମୂଲ୍ୟରେ ମିଳେ
ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅଟକ ରଖାଯାଇଛି। ଏହି ଖବର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି| ଏହି ଦକ୍ଷିଣ ଆମେରିକୀୟ ଦେଶ ପ୍ରାକୃତିକ ସମ୍ପଦରେ ଏତେ ସମୃଦ୍ଧ ଯେ ଏହା ଅତୁଳନୀୟ । ଏହା ଅଶୋଧିତ ତୈଳର ଏକ ସମ୍ପତ୍ତି, ଯାହା ବିଶ୍ବର!-->…
ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି
ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ,!-->…
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା!-->…
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ
ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର!-->!-->!-->…
ଶ୍ରୀମନ୍ଦିରରେ ଗଣ୍ଡଗୋଳ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ
ଶ୍ରୀମନ୍ଦିର ଭିତରେ ରବିବାର ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର, ଜେଟିପି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଏସପି ପ୍ରତୀକ ସିଂ ସମସ୍ତ ଘଟଣାର ତଦନ୍ତ କରି ଆଇନ୍ ଅନୁଯାୟୀ!-->…
ଇଣ୍ଟରସେପ୍ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ
ଇଣ୍ଟରସେପ୍ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ। ଏହା ବାୟୁ ପ୍ରତିରକ୍ଷା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା ଏସ – ୪୦୦ ଇଣ୍ଟରସେପ୍ଟର। ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ। ପ୍ରଥମେ!-->…
ଆଜିଠାରୁ କୁମ୍ଭୀର ଆକଳନ ଆରମ୍ଭ
ଗଣିଆ (ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଛାମୁଣ୍ଡିଆ ବନାଞ୍ଚଳ ରେ ଆଜିଠାରୁ କୁମ୍ଭୀର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଆକଳନ ଚଳିତ ଜାନୁଆରୀ ମାସ ୬,୭, ଓ ୮ତିନିଦିନ ଧରି ଚାଲିବ। ବନ ବିଭାଗ କର୍ମଚାରୀ ମାନେ ତିନୋଟି ଟିମ୍ ହୋଇ ଆକଳନ କରିବେ। ପ୍ରତି ଟିମ୍ ରେ!-->…