Browsing Category
ଆଜିର ଖବର
ରାଜ୍ୟରେ ଚାରି ଡିଗ୍ରୀ ଯାଏଁ ବଢିବ ତାତି
ରାଜ୍ୟରେ ଚାରି ଡିଗ୍ରୀ ଯାଏଁ ବଢିବ ତାତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର ବାଲେଶ୍ୱର,!-->…
ବାହାନଗା ରେଳ ଟ୍ରାଜେଡିକୁ ୩ ବର୍ଷ, ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଜୀବନ
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଖବର ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ବର୍ଷ ୨୦୨୩ ଜୁନ୍ ୨ ତାରିଖ । ଏ ଦିନକୁ କେହି କେବେ ଭୁଲିବେ ନାହିଁ । ଏ ଦିନ ଏମିତି ଏକ କ୍ଷତ ଦେଇଥିଲା ଯାହାର ଚିହ୍ନ କେବେ ଲିଭିବନି ।ସେଦିନ ଥିଲା ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା । ସ୍ଥାନ!-->…
ତାମିଲନାଡୁର ପୂର୍ବତନ ବିଜେପି ସଭାପତି K. Annamalai ଗଢ଼ି ପାରନ୍ତି ନୂଆ ଦଳ ?
ତାମିଲନାଡୁର ପୂର୍ବତନ ବିଜେପି ସଭାପତି କେ. ଆନ୍ନାମଲାଇ ଦଳ ଛାଡ଼ିବାର ସମ୍ଭାବନା ରହିଛି । ସେ ବିଜେପି ଛାଡ଼ି ନିଜର ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନେ ଏହି ଦାବି କରୁଥିବା ବେଳେ,!-->…
ଡାକ୍ତର ରୂପଭାନୁ ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ
ଡାକ୍ତର ରୂପଭାନୁ ମିଶ୍ର, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଏହି ପଦବୀ ସହ ଓସାକ୍ସର ପ୍ରକଳ୍ପ!-->…
ସମ୍ପନ୍ନ ହେଲା ଲଗ୍ନ ଧରା କାଯ୍ୟ ଆସନ୍ତା ୧୮ତାରିଖରେ ପାଳନ ହେବ ଶିବ ବିବାହ ଉତ୍ସବ
ଗଣିଆ (:ବିଶ୍ୱରଂଜନ ସେଠି ) ଶିବ ବିବାହ ପାଇଁ ସରିଲା ଲଗ୍ନ ଧରା କାର୍ୟ୍ୟ। ଚଳିତ ଜୁନ ମାସ ୧୮ତାରିଖରେ ଗଣିଆ ସ୍ଥିତ ଲିଙ୍ଗରାଜ ମହାଦେବଙ୍କ ପୀଠରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶିବ ବିବାହ ଉତ୍ସବ । ଏଥିପାଇଁ ସୋମବାର ଦିନ ବରକର୍ତ୍ତା ଓ କର୍ତ୍ତୀ ଜିତେନ୍ଦ୍ର କୁମାର ସାହୁ ଓ ବିଷ୍ନୁପ୍ରିୟା!-->…
ସିକେରକୂପା ଛକ ଠାରେ ରାଜ୍ୟ ରାଜପଥ ରେ ସଡ଼କ ଦୁର୍ଘଟଣା
*କଳାହାଣ୍ଡି ଜିଲ୍ଲା ର ରାୟପୁର ରୁ ବିଶାଖାପାଟଣା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜ ପଥ ସିକେରକୂପା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ସମୟରେ ଏକ କୋଇଲା ବୋଝେଇ ଟ୍ରକ ଯାହାର ଗାଡି ନମ୍ବର ହେଲା ସି. ଜି. ୦୪ ପି.ଡି.୪୩୧୨ ବିଶାଖାପାଟଣା ରୁ କୋଇଲା ବୋଝେଇ ରାୟଗଡା କୁ!-->…
ଦେହବେପାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ଦେହଜୀବୀମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ଇଚ୍ଛାରେ ଏହି ପେଶା ଆପଣାଇଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୋଲିସ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।ବରଂ!-->…
ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ
ବିଶ୍ଵ ଯୁବ କେନ୍ଦ୍ର ର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଂଚାୟତ ଖରଚୁଲି ଗ୍ରାମ ରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି। କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗୀତାଞ୍ଜଳି ପ୍ରିୟଦର୍ଶିନୀ, ଅଙ୍ଗନାୱାଡି କର୍ମୀ ସ୍ନେହଲତା!-->…
ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାମ ପାଇଁ କିଣାହେବ ଇଭି ଯାନ
ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଦିଆଯାଇଛି ।ଇଭି କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଅର୍ଥ ବିଭାଗର ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ!-->…
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଭୁବନେଶ୍ଵରରେ ପହଞ୍ଚିଲେ ଏନଏଚଆରସି ଟିମ
ବାଲିଅନ୍ତା ସୌମ୍ୟରଂଜନ ଭିଡ଼ ହିଂସା ମୃତ୍ୟୁ ମାମଲା । ଭୁବନେଶ୍ୱରରେ NHRCର ଟିମ । ଜାତୀୟ ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ମୁତାବକ ଆରମ୍ଭ ହେବ ତଦନ୍ତ ।ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ!-->…
ଜୁନ୍ ୩ରୁ ୫ ଯାଏଁ ପୁରୀରେ ହେବ ବ୍ରିକ୍ସ ସମ୍ମିଳନୀ, ଉଦଘାଟନ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଜୁନ୍ ୪ ତାରିଖରେ ଉଦଘାଟନ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ବ୍ରିକ୍ସ୍ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ମଧ୍ଯ ଏହି ତିନିଦିନିଆ!-->…
ଏକା ଥରକେ ସବୁ ଭତ୍ତା ଟଙ୍କା ମିଳିବ, ଖୁବ୍ଶୀଘ୍ର ଏହି ଟେକ୍ନିକାଲ ଇସ୍ୟୁର ହେବ ସମାଧାନ: ମନ୍ତ୍ରୀ
କେନ୍ଦ୍ର ଦେଉଥିବା ଭତ୍ତାରେ ହେଉଛି ସମସ୍ୟା । ଖୁବ୍ଶୀଘ୍ର ଏହି ଟେକ୍ନିକାଲ ଇସ୍ୟୁର ହେବ ସମାଧାନ । ଭତ୍ତା ପ୍ରସଙ୍ଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ଏଭଳି ବଡ଼ ବୟାନ ।ଯେହେତୁ କେନ୍ଦ୍ର ଏବେ ଭତ୍ତା ସିଷ୍ଟମରେ ପରିବର୍ତ୍ତନ କରିବାକୁ!-->…