Browsing Category

ଆଜିର ଖବର

ପୀତବାସ ପଣ୍ଡା ହତ୍ୟା ମାମଲା: FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ଗତ ମଙ୍ଗଳବାର ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ

ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ପ୍ରାବଧାନ

ପାଣି ତଳେ ୨୯ ମିନିଟ୍ ଓ ୩ ସେକେଣ୍ଡ ଯାଏ ନିଃଶ୍ୱାସ ବନ୍ଦ କରି ନୂଆ ଗିନିଗ୍ ୱାର୍ଲଡ ରେକର୍ଡ

ଏସିଆର ୪୦ ବର୍ଷୀୟ ଫ୍ରିଡାଇଭର ଭିଟୋମିର ମାରିସିକ୍ ପାଣି ତଳେ ୨୯ ମିନିଟ୍ ଓ ୩ ସେକେଣ୍ଡ ଯାଏ ନିଃଶ୍ୱାସ ବନ୍ଦ କରି ନୂଆ ଗିନିଗ୍ ୱାର୍ଲଡ ରେକର୍ଡ କରିଛନ୍ତି । ଏହା ପୂର୍ବ ରେକର୍ଡଠାରୁ ପ୍ରାୟ ୫ ମିନିଟ୍ ଅଧିକ ଅଟେ ।ଓପାଟିଜା ସହରର ଏକ ହୋଟେଲ ପୁଲରେ ଏହି ଚମତ୍କାର ଘଟିଛି । ମାରିସିକ୍ ଏହି

ଭାଜପା ଯଦି ଜିତେ ତା’ହେଲେ ଇଭିଏମ୍‌ ଜାଲିଆତି ହୋଇଛି ବୋଲି ସ୍ପଷ୍ଟ ହୋଇଯିବ- ବିଜେଡି

ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍‌ମିଟ୍‌ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସବୁ ଠିକ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ। ନୂଆପଡା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି

ଆସନ୍ତା 18ରୁ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବିଶଦ ଆଲୋଚନା ହେବ । ଦୁଇ ଦିନିଆ

ଭୁଟାନରୁ ଫେରି ସିଧା ହସପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଆହତଙ୍କୁ ଭେଟିଛନ୍ତି । ଏହି ହସପିଟାଲରେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଜାତୀୟ ରାଜଧାନୀର

ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା

ମଙ୍ଗଳବାର ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ। ଆସନ୍ତା ୧୪ ତାରିଖରେ ହେବ ଭୋଟ୍‌ ଗଣତି। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନୂଆପଡ଼ା ନ୍ୟାଶନାଲ କଲେଜରେ ଏହି ଭୋଟ ଗଣତି ହେବ। ଇନ୍ନର କର୍ଡନ ଦାୟିତ୍ୱରେ ରହିବେ ସିଏପିଏଫ୍‌, ପୋଲିସ ମଧ୍ୟ ରହିବେ । ମୋଟ ୧୪ଟି

ଏସ୍‌ଆଇ ସ୍କାମ୍‌: ଶଙ୍କରଙ୍କ ଘନିଷ୍ଠ ସହଯୋଗୀ ଗିରଫ

ଏସ୍‌ଆଇ ସ୍କାମ୍ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହେଯାଗୀ ସାଗର କୁମାର ଗୌଡକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି । ମାଷ୍ଟର ମାଇଣ୍ଡ ଶଙ୍କରଙ୍କ କେୟାର୍ ଟେକର୍ ଥିଲେ ସାଗର । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲେ

ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା

ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ, ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ

ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ''ଏମିତି ବିଚାର କେବେ

ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

ଆଜି ସରିଥାନ୍ତା, ହେଲେ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।ସୂଚନାମୁତାବକ

ପ୍ରକାଶ ପାଇଲା ୨୦୨୬ ବର୍ଷ ପାଇଁ ସରକାରୀ ଛୁଟି ତାଲିକା

ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ମକର ସଂକ୍ରାନ୍ତି(୧୪ ଜାନୁଆରୀ)ରୁ ସରକାରୀ ଛୁଟି ଆରମ୍ଭ ହେଉଛି। ଏହାପରେ