Browsing Category

ଆଜିର ଖବର

ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିଫ୍‌ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌, ଆୟକର ବିଭାଗ ଓ ଭିଡିଓ

ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ

ଆକ୍ସନରେ ଖାଦ୍ୟ ସୁରକ୍ଷା ବିଭାଗ । ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି ।ସିଏମସି

ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ତାମିଲନାଡୁରେ ଓଡ଼ିଆ ଯୁବତୀ ଗିରଫ

ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍‌ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। ଗିରଫ ଯୁବତୀ ଓଡ଼ିଶାର 23 ବର୍ଷିୟ ନୀଲୁ କୁମାରୀ ଗୁପ୍ତା । ଏନେଇ ଅଧିକ ତଦନ୍ତ ଜାରି

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଣିକି ପର୍ଯ୍ୟଟକମାନେ ଆଉ ନାଟ୍ୟ ମନ୍ଦିର ବୁଲିପାରିବେ ନାହିଁ।ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।ସୂଚନା ମୁତାବକ , ବରିଷ୍ଠ

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆସନ୍ତାକାଲି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। BSE, ଓଡ଼ିଶା ଅନୁସାରେ, ସମସ୍ତ ରେଗୁଲାର , ଏକ୍ସ-ରେଗୁଲାର (ER),

ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଲୋକଙ୍କୁ ଆକର୍ଷିତ କରୁଛନ୍ତି ଜଳପରୀ

ର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫ । ଆଲୋକମାଳାରେ ଗଛ ଗୁଡିକୁ ସୁସଜ୍ଜିତ କରାଯାଇଛି । ପୁରା ମେଳାକୁ ବିଭିନ୍ନ ରଙ୍ଗ ଲାଇଟରେ ସଜାଯାଇଛି । ଜନସାମଗମରେ ଭର୍ତ୍ତି ଏହି ମେଳା । ଦୂର ଦୂରାନ୍ତରରୁ ଆସି ବୁଲି ଯାଉଛନ୍ତି ଲୋକେ । ବାଲିଯାତ୍ରାରେ ଡ୍ରାଗନ , ଡଙ୍ଗା ଦୋଳି ଭଳି

ଆଜି ପୁଣି ବଢ଼ିଲା ସୁନା ଏବଂ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୨,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୧,୮୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୨,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୧,୮୫୦

ସଡ଼କ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି ଭାରତ: ନୀତିନ ଗଡ଼କରୀ

ଇଣ୍ଡିଆନ ରୋଡ୍ସ କଂଗ୍ରେସରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି ଗଡ଼କରୀ କହିଛନ୍ତି । 'ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା

ଅହମଦାବାଦ ବିମାନ ଦୁର୍ଘଟଣା:ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ପୁଅ ସୁମିତ ବୋଇଂ 787 ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। କୋର୍ଟ କେନ୍ଦ୍ର ସରକାର ଏବଂ ସିଭିଲ ଏଭିଏସନ

୧୩୯ ମଲା ଲୋକ ନେଉଛନ୍ତି ରେସନ, ଧରିଲା ସାମାଜିକ ସମୀକ୍ଷା ବିଭାଗ

ଭଣ୍ଡାରିପୋଖରୀ,୭/୧୧: ଜିଲ୍ଲା ସାମାଜିକ ସମୀକ୍ଷା ବିଭାଗ ଭଣ୍ଡାରିପୋଖରୀ ବ୍ଲକର ୧୩୯ ଜଣ ମଲା ଲୋକଙ୍କୁ ଚାଉଳ ଦିଆ ଯାଉଥିବା ପ୍ରକାଶ କରିଅଛି। ଛ ମାସିଆ ଅଡିଟ ରିପୋର୍ଟରେ ଏହାର ଜିଲ୍ଲା ମୁଖ୍ୟ ସବିଶେଷ ତଥ୍ୟ ଦେଇ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ତାଗିଦ କରିବା ସହ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ

ଛାଡଖାଇରେ ଖାଇଗଲେ ୪ କୋଟି ଟଙ୍କାର ଆମିଷ

ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇବା ପରେ ଆଜି ପାଟିରେ ଟିକେ ଆମିଷ ବାଜିଛି । ସେପଟେ ଆମିଷ ବ୍ୟବସାୟ ମଧ୍ୟ ଭଲ ହୋଇଛି ।ଆଜି ରାଜଧାନୀରେ ମଟନ ବାବଦରେ ୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ ହୋଇଥିବା ବେଳେ, ଚିକେନ ବାବଦରେ ୧ କୋଟି ୧୧ ଲକ୍ଷ୍ ୨୫ ହଜାର ଟଙ୍କା ବ୍ୟସାୟ ହୋଇଛି