Browsing Category
ଆଜିର ଖବର
ବିଷାକ୍ତ ସାପ କାମୁଡ଼ିବା ପରେ ବି ବଞ୍ଚିଗଲା ୩ ବର୍ଷର କୁନି ଝିଅ
ମଧ୍ୟପ୍ରଦେଶ, ଶହଡୋଲ୍ ଜିଲ୍ଲାର ସୋହାଗପୁର ଥାନା ଅଞ୍ଚଳ ଅନ୍ତର୍ଗତ ପିପାରିଆ ଗାଁରେ, ଏକ ତିନି ବର୍ଷର ଝିଅ କଞ୍ଚନ କୋଲକୁ ଏକ ବିଷାକ୍ତ କରୈତ ନାମକ ସାପ କାମୁଡ଼ିଥିଲା । ସାପଟି ଥରେ କିମ୍ବା ଦୁଇଥର ନୁହେଁ ବରଂ ଶିଶୁର ହାତକୁ ତିନିଥର ଚୋଟ ମାରିଥିଲା । ଝିଅକୁ ଗୁରୁତର ଅବସ୍ଥାରେ ଶହଡୋଲ୍!-->…
ସ୍ଥଗିତ ରହିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
ଅଗଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି । ଚଳିତ ଥର ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ!-->…
ପୁରୀ କୋଣାର୍କ ମେରାଇନି ଥାନା ଠାରୁ ଅଳ୍ପ ଦୁରରେ ଭୟଙ୍କର ଦୃର୍ଘଟଣା ୫ଜଣ ଗୁରୁତର।
ପୁରୀ କୋଣାର୍କ ମେରାଇନି ଥାନା ଠାରୁ ଅଳ୍ପ ଦୁରରେ ଭୟଙ୍କର ଦୃର୍ଘଟଣା ୫ଜଣ ଗୁରୁତର। ସୂଚନା ମୁତାବକ ପୁରୀରୁ ଆସୁଥିବା ଇକୋସ୍ପଟ କାର ସହ କୋଣାର୍କ ରୁ ଯାଉଥିବା ଇଟିକା କାର ମୁହାଁମୁହିଁ ଧକା ଘଟଣା ସ୍ଥାନରେ ମେରାଇନି ପୋଲିସ ପହଞ୍ଚି ଦୁଇ ଗାଡିର ଯାତ୍ରୀକୁ ଉନ୍ଧାର କରି ପ୍ରଥମେ ଗୋପ!-->…
ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ହେଉ :ମେୟର ସୁଲୋଚନା ଦାସ
ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ । ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ!-->…
ସୁଭଦ୍ରା ଯୋଜନା:ହିତାଧିକାରୀମାନଙ୍କୁ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି
ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ସମସ୍ତ ହିତାଧିକାରୀମାନଙ୍କୁ ଟଙ୍କା ମିଳିବ। ମିସନ ଶକ୍ତି ଭବନ ଠାରେ ‘ଦିବ୍ୟାଙ୍ଗ ଭଉଣୀଙ୍କ ସହ ବାର୍ତ୍ତାଳାପ’ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ!-->…
କଟକ ସଦର ବିଧାନସଭାର ୪୨ ମୌଜାରେ ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଆଜି କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ ।!-->…
ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ନେଇ କରାଯିବ ସଚେତନ: ଉପ ମୁଖ୍ୟମନ୍ତ୍ରୀ
ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ!-->…
ପିପିଲି ଘଟଣା: ଭେଟିଲେ ମହିଳା କମିଶନ ସଦସ୍ୟା
ଏମ୍ସରେ ପିପିଲିର ଗୁରୁତର ମହିଳାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର । ମହିଳାଙ୍କ ବାପା ଓ ସ୍ୱାମୀଙ୍କ ସହ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କଲେ । ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୟାନ ରେକର୍ଡ କରିପାରିଲେନି । କିଛି ସମୟ ପୂର୍ୱରୁ ଏହି ଘଟଣାରେ ଅତିରିକ୍ତ ଏସପି!-->…
ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ
ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ରାଜ୍ୟର ୧୦ ହଜାରରୁ ଅଧିକ ରାଜସ୍ୱ କର୍ମଚାରୀ ୩୦ ଟି ଯାକ ଜିଲ୍ଲାରେ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ ସାମୁହିକ ଛୁଟିରେ ଅଛନ୍ତି । ସାରା ରାଜ୍ୟରେ ରାଜସ୍ୱ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ସାଧାରଣ ଲୋକଙ୍କ ସମସ୍ୟାକୁ!-->…
ଭୁବନେଶ୍ବରରେ ନୂଆ ଡିଜାଇନ୍ରେ ମେଟ୍ରୋ
ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ!-->…
ପଡୋଶୀ ଦେଶ କେବେ ପାଳନ କରନ୍ତି ସ୍ୱତନ୍ତ୍ରତା ଦିବସ !!
ଭାରତ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାର ଏହା ହିଁ ହେଉଛି ସେହି ତାରିଖ ଯେତେବେଳେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତି ମିଳିଥିଲା । ଆଜାଦୀର ଏହି ଅନୁଭବ ପ୍ରତି ଭାରତୀୟଙ୍କ ପାଇଁ ସେତିକି ଆନନ୍ଦମୟ ତ ଥିଲା , ହେଲେ ହୃଦୟରେ ବିଭାଜନ ନେଇ ଆଶଙ୍କା ବି ଥିଲା ।!-->…
ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି,ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି
ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି।ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ!-->…