Browsing Category
ଆଜିର ଖବର
ମୁକ୍ତି ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ସ୍ମୃତିରେ ବକ୍ତୃତା ପ୍ରତିଯୋଗିତା
ଜଗତସିଂହପୁର,ତା=୩/୮/୨୫ଜଗତସିଂହପୁ ର ମାଟିର ଗର୍ବ ଓ ଗୌରବ ଏବଂ ମହାନ୍ ସ୍ଵାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ୬୭ତମ ତିରୋଧାନ ଦିବସ ସ୍ମୃତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଭାରତର ସ୍ଵାଧୀନତା ସଂଗ୍ରାମ ଓ ପଣ୍ଡିତ ପ୍ରାଣକୃଷ୍ଣପଢିହାରୀ” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା!-->…
ବନ୍ଧୁତା ହେଉଛି ଜୀବନର ସବୁଠାରୁ ବଡ଼ ବନ୍ଧନ
ଜଗତସିଂହପୁର ତା.03.08, 25 ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ପାଠାଗାରର ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ ହୋଇ ଯାଇଛି I ଏହି ଦିବସରେ ଉପସ୍ଥିତ ରହି ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ,!-->…
ଡ଼ଃ ଅଜୟ କୁମାର ମୁଦୁଲି ପାଇଲେ ବ୍ୟାସ ପ୍ରତିଭା ସଂମ୍ମାନ -2025
ଜଗତସିଂହପୁର ତା 3/8/25ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ ନଟବର ମୁଦୁଲି ଙ୍କ ସୁପୁତ୍ର ତଥା ବାଲିକୁଦା କରମଙ୍ଗ ସ୍ଥିତ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ଅଜୟ କୁମାର ମୁଦୁଲି ଚଳିତ ବର୍ଷ ନିମନ୍ତେ ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ!-->…
ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ ଆକ୍ସନ । ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଥିଲେ ନିହାର ରଞ୍ଜନ ।କାଲି ଅଫିସ୍କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା।!-->…
(ପୋଖରୀ ରେ ବୁଢୀ ମରିବା ଘଟଣା)ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ହସ୍ତକ୍ଷେପ ପରେ ଶବ ବ୍ୟବଛେଦ ହେଲା।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଅନକାବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚକାମାଲ ଗ୍ରାମର ଜୟରାମ ମାଝୀଙ୍କ ବଡ଼ପୁଅ ତିଳଚନ ମାଝୀ (45) ଗତକାଲି ଗ୍ରାମର ଉପରବନ୍ଧ ପୋଖରୀ କୁ ଖଟର ପଟି ସଫା କରିବାକୁ ଯାଇ ଖଟପଟି ସଫା କରୁଥିବା ସମୟରେ ହଟାତ ଗୋଡ଼ ଖସି ଯିବାରୁ ପୋଖରୀ ଗଭୀର ପାଣି ଭିତରେ!-->…
ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ଆଜୀବନ କାରାଦଣ୍ଡାଦେଶ
ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ । ଏହା ସହ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ଏହି ଜରିମାନା ଅର୍ଥକୁ ପୀଡ଼ିତାଙ୍କୁ ପ୍ରଦାନ!-->…
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍ ସାଗରିକା
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍ ସାଗରିକା ନାଥ । ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥଙ୍କ ‘ଏନ୍ଆଇଏ’ରେ ଏସ୍ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି!-->…
ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ
ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ତେବେ ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ । ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ!-->…
ପୁରୀ ବଳଙ୍ଗା ପୀଡିତାଙ୍କ ପରଲୋକ
ପୁରୀ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନାହିଁ ।ଭୁବନେଶ୍ୱରର ଏମ୍ସରୁ!-->…
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍
ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହୋଇଯିବ, ତାପରେ ଟିମ ଓଡିଶା ଘୋଷଣା ହବ l ଏହା ହେଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l ଯଦିଓ ନିର୍ଦ୍ଦିଷ୍ଟ!-->…
ନିରାମିଷ ପିଲାଙ୍କ ପାଇଁ ଖୁସି ଖବର । ସ୍କୁଲ ପିଲା ଅଣ୍ଡା ନ ଖାଇଲେ ଦିଆଯିବ ଫଳ
ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ!-->…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ଜେରା
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି।ବୋର୍ଡ ଉପସଭାପତି!-->…