Browsing Category
ଆଜିର ଖବର
ଆଜି ପବିତ୍ର ନୂଆଖାଇ ପର୍ବ, ଆଜି ମାଆ ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ
ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା । ସମସ୍ତେ ମିଶି ଧୁମଧାମରେ ପାଳନ କରୁଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଁଖାଇର ପ୍ରମୁଖ ଆକର୍ଷଣ!-->…
ଗଣିଆର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ
ଗଣିଆ,- (ବିଶ୍ୱରଂଜନ ସେଠି ) ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣନାଥଙ୍କର ପୁଜା ଧୁମଧାମର ସହିତ ପାଳିତ ହୋଇଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଗାରଁ ଯୁବକସଂଘ ମାନଙ୍କରେ ଗଣେଶ ପୁଜା ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ଧୁପ, ଦୀପ, ପୁଷ୍ପ, ଚନ୍ଦନ, ନଡ଼ିଆ,!-->…
ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି
ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି।ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ ପାଇପ୍ଲାଇନ୍କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ପାଇପଲାଇନ!-->…
ପ୍ରଥମ ଥର ୨୨ ଫୁଟର ଗଣେଶ ମୂର୍ତ୍ତି
ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପଲ୍ଲିରୁ ଦିଲ୍ଲୀ । ଶ୍ରୀଗଣେଶଙ୍କ ଆବାହନ ଲାଗି ସବୁଠି ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶ । ତେବେ ପ୍ରଥମ ଥର ବାରଙ୍ଗର ସାଇନ୍ ହାର୍ଟ କ୍ଲବ ନିର୍ମାଣ ହୋଇଛି ଏତେ ବଡ଼ ଗଣେଶ ମୂର୍ତ୍ତି । ଲୋକଙ୍କ ମଧ୍ୟରେ ବେଶ୍!-->…
ଦିଶା ସାଲିଆନ୍ ମାମଲାରେ ସିବିଆଇ FIRରେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସମେତ ୧୭ ଜଣଙ୍କ ନାଁ
ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଅଡ଼ୁଆ ବଢ଼ୁଥିବା ନଜର ଆସୁଛି । ଏହି ମାମଲାରେ ଆଜି ସିବିଆଇ ଏକ ଏଫଆଇଆର ରୁଜୁ କରିଛି, ଯେଉଁଥିରେ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନାମ ସାମିଲ ରହିଛି । ଏହା ବ୍ୟତୀତ ସେହି!-->…
ବିଜେଡି ଲୋକଙ୍କୁ ବିଭ୍ରାନ୍ତି କରୁଛି: ବିଜେପି
MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜୁ ଜନତା ଦଳ । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ । ଅର୍ଥନୈତିକ ଅବରୋଧ ,!-->…
ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ
ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ!-->…
ଓମ୍ଫେଡ୍ର ନୂଆ ଧମାକା; ଖୁବ୍ଶୀଘ୍ର ବଜାରକୁ ଆସିବ ପାଣି
ଖୁବ୍ଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ପାଣି । ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡର ଅନୁମୋଦନ ମିଳିବା ପରେ ଓମଫେଡ୍ ପାଣି ଓ ବିଭିନ୍ନ ପ୍ରକାର ଫ୍ଲେଭରର ଆଇସକ୍ରିମ୍ ବଜାରକୁ!-->…
ସୁଧୁରୁଛି ଚୀନ-ଭାରତ ସମ୍ପର୍କ ! ଚୀନରୁ ଭାରତରେ ପ୍ରବେଶ କରିବ ସାମଗ୍ରୀ, ଏଆଇ : ଏ ନେଇ ପ୍ରସ୍ତାବ ଦେଇଛନ୍ତି ଚୀନ୍…
BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଏହା!-->…
ନଦୀରେ ଭାସିଗଲେ ଦମ୍ପତି; ସ୍ୱାମୀ ନିଖୋଜ
ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ । ବିରୂପା ନଦୀର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବରି ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।ବରୀ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି!-->…
ବାଲେଶ୍ୱରରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା; ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍
ଓଡ଼ିଶାରେ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଛି । କିନ୍ତୁ ବିରଳ ବନ୍ୟଜନ୍ତୁ ତସ୍କରୀ ପଛ ରହସ୍ୟ ପଦାକୁ ଆସିପାରିଲାନି । ଦୀଘାରେ ଡିଲ୍ ଘଟଣା ବି କିଛି ସ୍ପଷ୍ଟ ହେଲାନି । ହୋଟେଲର ସିସିଟିଭି ଫୁଟେଜ୍ରୁ କିଛି ଚାଞ୍ଚଲ୍ୟକର ତଥ୍ୟ ଆଶାରେ ଥିଲା କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ!-->…
୨୨ରେ ପୁଣି ଲଘୁଚାପ, ପ୍ରବଳ ବର୍ଷା ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା!-->…