Browsing Category

ଆଜିର ଖବର

ବାଲେଶ୍ୱରରୁ ୫ ଓରାଂଉଟାନ୍‌ ଉଦ୍ଧାର ଘଟଣା; ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌

ଓଡ଼ିଶାରେ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଛି । କିନ୍ତୁ ବିରଳ ବନ୍ୟଜନ୍ତୁ ତସ୍କରୀ ପଛ ରହସ୍ୟ ପଦାକୁ ଆସିପାରିଲାନି । ଦୀଘାରେ ଡିଲ୍ ଘଟଣା ବି କିଛି ସ୍ପଷ୍ଟ ହେଲାନି । ହୋଟେଲର ସିସିଟିଭି ଫୁଟେଜ୍ରୁ କିଛି ଚାଞ୍ଚଲ୍ୟକର ତଥ୍ୟ ଆଶାରେ ଥିଲା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ

୨୨ରେ ପୁଣି ଲଘୁଚାପ, ପ୍ରବଳ ବର୍ଷା ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା

ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ

ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ

ଗାଁ ଦାଣ୍ଡରେ ଖଣ୍ଡାବୁଲାଇବା ପଡିଲା ମହଙ୍ଗା ନିମାପଡା ପୋଲିସ ଗିରଫ କରି କଲେ କୋର୍ଟ ଚାଲଣ

ପୁରୀ:-14/09/2026-ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଖଣ୍ଡା ବୁଲାଇବା ସହ ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ପରେ ନିମାପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମୂଲ୍ୟ ପ୍ରଧାନକୁ ଗିରଫ କରି କୋର୍ଟ ଚାଲଣ କରିଛି।ସୂଚନା ମୁତାବକ ଗତ ୧୧ ତାରିଖ ସନ୍ଧ୍ୟାରେ ପୁରୀ ଜିଲ୍ଲା

ପାଲଲହଡ଼ା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଷଣ୍ଢ ମୁଣ୍ଡା ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ପାଲଲହଡ଼ା ବ୍ଲକ, ରୋହିଲା ପଞ୍ଚାୟତ ର ଷଣ୍ଢ ମୁଣ୍ଡା ଠାରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ, , କିଶୋର,କିଶୋରୀ ଉପସ୍ଥିିତଥିଲେ l

ଅଖିଳ ଗୋପାଳ ବୈଷ୍ଣବ ସମାଜର ଜଗତସିଂହପୁର ଜିଲ୍ଲା ବୈଠକ ଅନୁଷ୍ଠିତ, ବ୍ଲକୱାରୀ କମିଟି ଗଠନ

ଜଗତସିଂହପୁର: ଅଖିଳ ଗୋପାଳ ବୈଷ୍ଣବ ସମାଜ, ଓଡ଼ିଶାର ଜଗତସିଂହପୁର ଜିଲ୍ଲା ସ୍ତରୀୟ ବୈଠକ ରବିବାର ଗୋରକ୍ଷନାଥ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜାତିର ବିସ୍ତାର ଏବଂ ସଂଗଠନକୁ ମଜବୁତ କରିବା ଉପରେ ଆଲୋଚନା କରାଯାଇଥିଲା।ବୈଠକରେ ନିଷ୍ପତ୍ତି ଅନୁସାରେ ବ୍ଲକ ସ୍ତରୀୟ ଜିଲ୍ଲାର

ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ। ମୃତ୍ୟୁର ରହସ୍ୟ – ଶରୀରରେ କେବଳ ଗାମୁଛା, ପାଖରେ…

ପୁରୀ:-13/09/2026 ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଏକ ସାଂଘାତିକ ଖବର ସାମ୍ନାକୁ ଆସୁଛି ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତା ଉକୁଳେଇ ଛକ ଜେନା ବିଲଡିଂ ସାମ୍ନାରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ। କାରଣ ବ୍ୟକ୍ତି ଜଣକ ଶରୀରରେ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ପ୍ରସ୍ତୁତି ବୈଠକ

କୁଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ପ୍ରଶାସନ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ନାନାରାଣୀ ସାହୁ, ବିଡିଓ ବାପକ

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ସାଡକଣା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ସାଢେ ୩ କିମି ଖଟିଆରେ ବୋହି ଆଣିବା ପରେ ତାଙ୍କୁ ଆମ୍ବୁଲାନ୍ସ ନିକଟରେ

PM ମୋଦୀଙ୍କ ସହ ବୈଠକ କଲେ ଜିନପିଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଓ ଭାରତ ପରସ୍ପରର ଶକ୍ତି ଓ

ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ

ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ

ବିଏମସି ଅଞ୍ଚଳରେ ସରିଲା ପାଇଲଟ ସର୍ଭେ, ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ BLO

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଦୂର କରିବା ଲକ୍ଷ୍ୟରେ ବିଏମସି ଅଞ୍ଚଳରେ ଏକ ବିଶେଷ ପାଇଲଟ ସର୍ଭେ ଅଭିଯାନ ଶେଷ ହୋଇଛି । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ପାଇଁ ୨୯ ଜିଲ୍ଲାପାଳଙ୍କୁ