ଆଜି ରାଜ୍ୟ ସରକାର ୨ ଆଇପିଏସ୍ ଅଧିକାରୀଙ୍କୁ ଦେଲେ ନୂଆ ଦାୟିତ୍ୱ

ଆଜି ରାଜ୍ୟ ସରକାର ୨ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ..

ଅଖିଳେଶ୍ୱର ସିଂ (୨୦୦୯ ବ୍ୟାଚ୍‌) ଡିଆଇଜି , ଏସ୍‌ଆଇଡବ୍ଲ୍ୟୁଙ୍କୁ ଡିଆଇଜି ଏସ୍‌ଡବ୍ଲ୍ୟୁ କୋରାପୁଟରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ଡା. କନୱର ବିଶାଲ ସିଂ (୨୦୧୦ ବ୍ୟାଚ୍‌) ଡିଆଇଜିଜି ଏସ୍‌ଡବ୍ଲ୍ୟୁଆର୍ କୋରାପୁଟ୍ – ଡିଆଜି ଏସ୍‌ଟିଏଫ୍ ଭୁବନେଶ୍ୱରରେ ନିଯୁକ୍ତି ଦିଆଯାଇଛି।