ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ବାନ୍ଧପାରୀ ପଞ୍ଚାୟତ ରେ ଗାଁ ଚାଲ ଅଭିଯାନ

ଆଜି ବିଶ୍ୱନାଥ ପୁର ମଣ୍ଡଳ ବନ୍ଧପାରି ଗ୍ରାମପଞ୍ଚାୟତ ରେ ଗାଁ ଚାଲ ଅଭିଯାନ ହୋଇ ଅନୁଷ୍ଠିତ ହୋଇ ଯାଇ ଅଛି l ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ. ଗୌତମ କୁମାର ନାଗ ଙ୍କ ନେତୃତ୍ୱ ରେ ତାଙ୍କ ସହ ବନ୍ଧପାରି ଶକ୍ତି କେନ୍ଦ୍ର ପ୍ରମୁଖ, ଭାସ୍କର ମାଝୀ. ମାଇନୋରଟି ମୋର୍ଚ୍ଚା ସଭାପତି କୈଳାଶ କଂସାରୀ, ଜଗତରାମ ହରପାଳ, ବି . ଏଲ . ଏ ୨ ଜୟରାମ ନାଏକ, ଛବିର ବେନୁଆ, ପ୍ରଦୀପ ମାଝୀ, ନିରଞ୍ଜନ ଦଳପତି, ଏବଂ ଅନ୍ୟ କାର୍ଯ୍ୟ କର୍ତା ବୃନ୍ଦ ବିଲିସରା, ବନ୍ଧପାରୀ, ଡଙ୍ଗରିସାଙ୍ଗ,କୁବରୀ ଆଦି ଗାଁ ବୁଲି ସରକାର ଙ୍କ ଦ୍ୱାରା ପାଇ ଥିବା ସୁବିଧା ବିଷୟରେ ଆଲୋଚନା କରିବା ସହିତ ମୌଳିକ ସମସ୍ୟା ବିଷୟରେ ଆଲୋଚନା କରି ଆଗାମୀ ଦିନରେ କିଭଳି ଭାବରେ ସରକାର ଙ୍କ ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ସେ ବିଷୟରେ ଦୃଷ୍ଟିପାତ କରିଥିଲେ l କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ll