ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ

ଅଦ୍ୟତା 30.09.2026ରିଖ ଓଡ଼ପଡା,ଗନ୍ଦିଆ,କାମାକ୍ଷାନଗର ପର୍ଯ୍ୟଙ୍ଗ ବ୍ଲକ ଏକ ଦିବଶିୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ଲେବର ଅଫିସ ର,,ବିଶ୍ଵ ଯୁବ କେନ୍ଦ୍ର, ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ,ଚାଇଲଡ ହେଲ୍ପ ଲାଇନି,ମିଳିତ ଉଦ୍ୟମ ରେ ଏକ ଦିବସୀୟ ସଚେତନତା କାଏ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ହୋଟେଲ, ଢ଼ାବା, ଗ୍ୟାରେଜ,କ୍ରସର, ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା 14 ବର୍ଷ ରୁ କମ ଶିଶୁ ଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ, ଏବଂ 15 ରୁ 18 ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତବ୍ୟ ଅପରାଧ ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତି ଙ୍କୁ 50 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ 2 ବର୍ଷ ଯାଏଁ ଜେଲ ଦଣ୍ଡ କରାଯିବାର ବ୍ୟବସ୍ଥା ରହିଛି ଏହି ପରି ଭୁଲ ଦ୍ଵିତୀୟ ଥର ହେଲେ 3ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେl ଓଡାପଡା ବ୍ଲକ ରେ ହୋଟେଲ ରୁ ଗୋଟିଏ ଓ କ୍ରସର ରୁ ତିନୋଟି ପିଲା ଏବଂ ଗନ୍ଦିଆ ବ୍ଲକ ର ଗୋଟିଏ ପିଲା ଆଜି ଉଦ୍ଧାର କରାଯାଇଛି lଶିଶୁ ମାନ ଙ୍କୁ ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଯାଇଛି