Browsing Category

ଆଜିର ଖବର

ପୁଲିସ ଏସଆଇ ନିଯୁକ୍ତି ସ୍କାମ୍‌ : ମାମଲା ରୁଜୁ କଲା ସିବିଆଇ

ପୁଲିସ ଏସଆଇ ନିଯୁକ୍ତି ସ୍କାମର ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ

ଶୀତରେ ଥରୁଛି ସାରା ରାଜ୍ୟ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ପୂର୍ବରୁ ପଶ୍ଚିମ - ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ଭଙ୍ଗା ଶୀତର ପ୍ରକୋପ ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ନେଇ ସୂଚନା ଦେଇଛି

ପୁଣି ଦିଲ୍ଲୀରେ ଶୁଭିଲା ବିସ୍ଫୋରଣ

ଲାଲକିଲ୍ଲା ବିସ୍ଫୋରଣ ପରେ ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ ଘଟଣା ଖବର ଆସିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗୁରୁବାର ସକାଳେ ଦିଲ୍ଲୀ ମହିପାଳପୁର ଅଞ୍ଚଳର ରାଡିସନ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ପରି ଶବ୍ଦ ଶୁଣାଗଲା । ସକାଳ ୯ଟା ୧୮ରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ।

ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ,ଅଭିଯୁକ୍ତ ଯୁବକ ଅଟକ

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଫସାଇବାକୁ ଉଦ୍ୟମ କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ଖବରଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଏହି

ଏଏସଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ: ଡିସେମ୍ୱର ୭ ତାରିଖରେ ହେବ ସାନି ପରୀକ୍ଷା

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ ।ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି।

ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆଜି ମାର୍ଗଶିର କୃଷ୍ଣ ନବମୀ ତିଥି ପଡୁଛି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସାଧାରଣ ଲୋକଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ

ଚନ୍ଦାହାଣ୍ଡି ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଚନ୍ଦାହାଣ୍ଡି ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ତା -୧୨/୧୧( ନି.ପ୍ର ) ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗ ଚନ୍ଦାହାଣ୍ଡି ତରଫରୁ ପାନାବେଡା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଏକ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଚନ୍ଦାହାଣ୍ଡି ଗୋଷ୍ଠୀ ପ୍ରାଣୀ

୨୪ ଜଣ ଲେଖକଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫

ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୁରସ୍କାର ପାଇଁ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି । ୨୪ ଜଣ ପୁରସ୍କାର ବିଜେତାଙ୍କୁ ମାନପତ୍ର ସହିତ ୫୦ ହଜାର ଟଙ୍କାର ଚେକ୍ ଏବଂ ଏକ କାଂସ୍ୟ ଫଳକ ପ୍ରଦାନ କରାଯିବ ।ବାର୍ଷିକ ପୁରସ୍କାର ବିତରଣ

ଆସନ୍ତାକାଲି କଟକ ବାଲି ଯାତ୍ରାକୁ ଆସିବେ ଶ୍ରେୟା ଘୋଷାଲ!

ଲୋକପ୍ରିୟ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ ଆସନ୍ତାକାଲି କଟକର ଐତିହାସିକ ବାଲି ଯାତ୍ରାରେ ପରିବେଷଣ କରିବାକୁ ପ୍ରସ୍ତୁତ। ସେ ବାଲି ଯାତ୍ରା ଭୂମିର ଗଣକବି ବୈଷ୍ଣବ ପାଣି ମଞ୍ଚରେ ପରିବେଷଣ କରିବେ।ଐତିହାସିକ ବାଲିଯାତ୍ରା କଟକର ଅଫିସିଆଲ୍ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ଯେ ଶ୍ରେୟା ଘୋଷାଲ୍

ଶ୍ରୀ ମୋନୋଲିଥିକ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ କୁ ସ୍ଥାନୀୟ ଅଧିବାସୀମାନଙ୍କର ବିରୋଧ

ଭଣ୍ଡାରିପୋଖରୀ,୧୨/୧୧(ନିପ୍ର): ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଅନୁଷ୍ଠିତ ହୋଇଥିବା ସର୍ବ ସାଧାରଣ ଶୁଣାଣି ପ୍ରସ୍ତାବିତ ମିନି ଚାର୍ଜ କ୍ରୋମ ପ୍ଲାଣ୍ଟ କୁ ବିରୋଧ। ବ୍ଲକ ତଥା ଜିଲ୍ଲା ର ସବୁଠାରୁ ଭଲ ଧାନ ଅମଳ ହୋଇ ପାରୁଥିବା ଅଂଚଳ ରେ ପ୍ରସ୍ତାବିତ ମିନି ଚାର୍ଜ କ୍ରୋମ

ପୀତବାସ ପଣ୍ଡା ହତ୍ୟା ମାମଲା: FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ଗତ ମଙ୍ଗଳବାର ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ

ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ପ୍ରାବଧାନ