Browsing Category

ଆଜିର ଖବର

ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା,ସୁନା ବେଶରେ ଭୂଷିତ ହେବେ ମା ଚଣ୍ଡୀ ଓ ଗଡଚଣ୍ଡୀ

ଆରମ୍ଭ ହେଲାଣି ପାର୍ବଣ ଋତୁ, ସଜେଇ ହେଲାଣି ପୂଜା ମଣ୍ଡପ। ଏବେ ସବୁଠି ଆନନ୍ଦ ଉଲ୍ଲାସ, ପାର୍ବଣର ପରିବେଶ। ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଷୋଡଶ ଦିନାତ୍ମକ ପୂଜା ବିଧି । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ମା ଗଡଚଣ୍ଡୀଙ୍କ ପୀଠରେ ସହସ୍ର

ଆସନ୍ତା ୧୭ ତାରିଖରେ ମା’ଙ୍କ ନାଁରେ ଗଛ ଲଗାଇବେ ପିଲା

ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ‘ଏକ୍‌ ପେଡ୍‌ ମା’କେ ନାମ’ ପର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହେବ । ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।ଏଥିରେ

ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ଓଡ଼ିଶା ସମସ୍ତ ବୟସର ମହିଳା ଏବଂ ବାଳିକାମାନଙ୍କ ପାଇଁ ବ୍ୟାପକ ସ୍କ୍ରିନିଂ, ପୁଷ୍ଟିସାର ଏବଂ ସୁସ୍ଥତା ସେବା ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ପରିବର୍ତ୍ତନକାରୀ ସ୍ୱାସ୍ଥ୍ୟ ଅଭିଯାନ “ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ର ଧାର ଜିଲ୍ଲାରେ

ଆହୁରି ୨ ଦିନ ପ୍ରବଳ ବର୍ଷା

ଆହୁରି ୨ ଦିନ ପ୍ରବଳ ବର୍ଷା । ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପଥର ରେ ନିର୍ମିତ ଓଡ଼ିଆର କଳା ସଂସ୍କୃତି ଓ ଭାସ୍କର୍ଯ୍ୟକୁ ବୁଲି ଦେଖିଲେ ହାଇକୋର୍ଟ…

ଆଜି କୋଣାର୍କ ମନ୍ଦିର ର ନିହାଣ ମୁନରେ ପଥରରେ ନିର୍ମିତ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ର ଚିତ୍ର ବୁଲି ଦେଖିଲେ ଓଡିଶା ହାଇକୋର୍ଟ ର ମୁଖ୍ୟବିଚାର ହରିଶ ଟଣ୍ଡନ। ମୁଖ୍ୟବିଚାରପତି ଓ ତାଙ୍କ ପରିବାର କୋଣାର୍କ ରେ ପହଞ୍ଚିବା ପରେ କୋଣାର୍କ ସ୍ଥିତ ଯାତ୍ରୀନିବାସରେ କୋଣାର୍କ j m f c

ଓଲଟିଲା ଯାତ୍ରୀବାହି ବସ, କଣ୍ଡକ୍ଟର ଗୁରୁତର ଆହତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ନିକଟସ୍ଥ ଦୁଡୁକିପାଜୁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ପ୍ରାପ୍ତସୂଚନା ଅନୁଯାୟୀ ଏକ ଟ୍ରକ କୁ ଓଭରଟେକ କରିବା ସମୟରେ

ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ବଡ଼ ବିପଦରୁ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ

କେନ୍ଦୁଝରରେ ‘ଶୂନ ଦୁର୍ଘଟଣା ଦିବସ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ମୋହନ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ । 'ସୁରକ୍ଷିତ ଗାଡ଼ି ଚଳାଇବା, ସୁରକ୍ଷିତ ଘରକୁ ଫେରିବା' ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ 'ଶୂନ ଦୁର୍ଘଟଣା

ଲଘୁଚାପ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କୋରାପୁଟ, ମାଲାକନଗିରି, ନବରଙ୍ଗପୁର,ରାୟଗଡା ,ଗଂଜାମ ,ଗଜପତି, କନ୍ଧମାଳ, ନୟାଗଡ ଓ କଳାହାଣ୍ଡି ୯

ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି

ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି । ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି । ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ । ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି । ଏହି ମନ୍ତ୍ରୀଙ୍କ ନାମ ଡିଏଲା

ଟାରିଫ୍‌ ଧମକ ମଧ୍ୟରେ ସମୁଦ୍ରରେ ଭାରତର ଶକ୍ତି ବଢ଼ାଇବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ଏବେ କିଛିଟା ଖଟା ରହିଛି । ତେବେ ଗତ କିଛି ଦିନ ହେଲା ସ୍ଥିତିରେ କିଛିଟା ଉନ୍ନତି ଆସିଛି ।। ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା

ନୂଆପଡା ବିଧାନସଭା ଉପନିର୍ବାଚନ-ଭୋଟର ତାଲିକା ସଂଶୋଧନ ପାଇଁ ବିଜ୍ଞପ୍ତି

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ବିଧାନସଭା ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ ପରିବର୍ତ୍ତନ ହେବ ।