Browsing Category

ଆଜିର ଖବର

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର

୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ଶିଶୁ

ବିସ୍ମୟ ଶିଶୁ ସ୍ମୃତି ସାଲୋମ । ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଲେ ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗାଁର ଉତ୍ସାହ ର ମାହୋଲ । ଗାଁର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗରଙ୍କ ଶିଶୁ ପୁତ୍ର ହେଉଛନ୍ତି ସ୍ମୃତି ସାଲୋମ ।୫ ବର୍ଷ ୯ ମାସର ଶିଶୁ ।

ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା

ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା। ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍‌ରେ ଧିମାନ ଚକ୍‌ମା ଜେଲରୁ ବାହାରିଲେ।ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର

 ନାବାଳିକାକୁ ୧୪ ଦିନ ଧରି ଦୁଷ୍କର୍ମ ଅଭିଯୋଗ

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ ରାକ୍ଷସ କବଳରୁ ମୁକ୍ତି ପାଇଲା ଝିଅ।ନାବାଳିକାକୁ ଉଦ୍ଧାର କରିବା ପରେ ବ୍ୟାନ

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା X'ରେ ପୋଷ୍ଟ କରି କହିଲା AliExpress ।ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ' ବୋଲି ପୋଷ୍ଟରେ କୁହାଯାଇଛି ।

ଉତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ

ଗଣିଆ,(ବିଶ୍ୱରଂଜନ ସେଠି) ଗୁରୁବାର ଦିନ ଗଣିଆ ବ୍ଳକର ଜଣେ ସହକାରୀ ଶିକ୍ଷୟତ୍ରୀ, ଓ ଜଣେ ସହକାରୀ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଣ୍ଡରାସିହାର ସହକାରୀ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦାଶ, ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଆବିଡ଼ାର ସହକାରୀ

ଜନମଙ୍ଗଳ ସମିତି ବୈଠକ

ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ାପାଟଣା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପରିସରର ପ୍ରାର୍ଥନା ଗୃହରେ ନୂତନଭାବେ ଗଢାଯାଇଥିବା ବେଲପଡ଼ା ପାଟଣା ପଂଚାୟତ ଜନ ମଙ୍ଗଳ ସମିତି ଅନୁଷ୍ଠାନର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବାଙ୍କ ବିହାରୀ

ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ

ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।୧.ଅବୋଲି ସୁନିଲ ନରାଭାନେ କଟକ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିଲାବେଳେ କଟକ, କ୍ଷୁଦ୍ର ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ହେଲେ ।୨.ଦିନ୍‌ହା ଦାସ୍ତଜିର ହେଲେ ରାଉରକେଲା ମହାନଗର ନିଗମର ସଚିବ

 ଦିଲ୍ଲୀ ଏମସରେ ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ଚତୁର୍ଥ ଥର ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା

କାଉ ମିଳନ ଦେଖିଲେ ବୋଲି ଦୁଇ ଯୁବକଙ୍କୁ ମୃତ ଘୋଷଣା

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଦୁଇଟି କାଉର ମିଳନ ଦେଖିବା ପରେ

AI ଯୋଗୁଁ ବିପଦରେ ଏହି ୪୦ ସଂସ୍ଥାର ଚାକିରି

ମାଇକ୍ରୋସଫ୍ଟର ଏକ ଅଧ୍ୟୟନ ଅନୁସାରେ, ଇଣ୍ଟରପ୍ରେଟର ଏବଂ ଟ୍ରାନ୍ସଲେଟର (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରୁଥିବା ବ୍ୟକ୍ତି), ଇତିହାସକାର, ସେଲ୍ସ ରିପ୍ରେଜେଣ୍ଟେଟିଭ୍, ପ୍ୟାସେଞ୍ଜର ଆଟେଣ୍ଡାଣ୍ଟ ଆଦି ନୌକରୀଗୁଡ଼ିକ ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦ ମାଡ଼ି ଆସୁଛି।

ଯନ୍ତ୍ରୀଙ୍କୁ ପାଣି ବଦଳରେ ନିଜ ପରିସ୍ରା ପିଆଇଦେଲେ ପିଅନ

ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି ଏକ ଅଭାବନୀୟ ଘଟଣା।ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଥାନାରେ ଏକ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିସ୍ରା ଦେଇଥିଲେ