Browsing Category
ଆଜିର ଖବର
ଆଇଏଏସ୍ ଧୀମାନ ଚକ୍ମାଙ୍କୁ ମିଳିଲା ଜାମିନ
କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ,!-->…
ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ବୋର୍ଡ ଆନୁଷ୍ଠାନିକ ଭାବରେ ସ୍ପେଶାଲ OJEE 2025 ର ଫଳାଫଳ ଘୋଷଣା କରିଛି। ଯାହା ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ!-->…
ଗିରଫ ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ
ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଗତକାଲି ରେଡ୍!-->…
ନକଲି ଜବ୍ କାର୍ଡ ପ୍ରସଙ୍ଗ: ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ 66 ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି ।!-->…
୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ
୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି। ରୁଷର ଆମୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହା ମସ୍କୋରେ ଆତଙ୍କ ସୃଷ୍ଟି କରିଛି ।ରିପୋର୍ଟ ଅନୁଯାୟୀ, ବିମାନଟି ଇରକୁଟସ୍କ ସହରରୁ ଉଡ଼ାଣ ଭରିବାକୁ ଥିଲା ଏବଂ ୟାକୁଟସ୍କରେ ପହଞ୍ଚିବାର ଥିଲା । କିନ୍ତୁ ଉଡ଼ାଣ!-->…
ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ । ଏବେ ମୋଟ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଛି । ବାମ ପାଶ୍ୱର୍ର ୫ଟି ଓ ଡାହାଣ ପାଶ୍ୱର୍ର ୩ଟି ସ୍ଲୁଇସ ଗେଟ ଖୋଲା ରହିଛି ।ଅପରପକ୍ଷରେ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାରର ପ୍ରବେଶ କରୁଛି। ଖଫଳରେ!-->…
ବାଟରେ ବାଇକ୍ରୁ ସରିଗଲା ପେଟ୍ରୋଲ: ଶେଷରେ ଟଣା ହୋଇ ଆସିଲା ଗାଡି
ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ନରସିଂହପୁର ନୂଖାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ ଯାଇଥିଲେ । ଘରକୁ ଫେରୁଥିବା ବେଳେ!-->…
ପ୍ରେମିକା ଗଳା କାଟିବା ଘଟଣା : ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ, ସମ୍ପର୍କୀୟ ଶାଳୀ ଥାନାରେ ଅଟକ
କେନ୍ଦ୍ରାପଡ଼ାରେ ପ୍ରେମିକାଙ୍କ ଗଳା କାଟିବା ଘଟଣା । ମାମଲାର ତଦନ୍ତ ବେଳେ ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ। ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ। ସମ୍ପର୍କୀୟ ଶାଳୀ ଥାନାରେ ଅଟକ। ଅନୈତିକ ସମ୍ପର୍କର ଲୋଭ ଦେଖାଇ ଭିଣୋଇକୁ ନିଛାଟିଆ ସ୍ଥାନକୁ ଡାକି ଶାଳୀ!-->…
କିଏ ହେବେ ଉପରାଷ୍ଟ୍ରପତି ?
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତେବେ ଏହି ପଦ ପାଇଁ ବର୍ତ୍ତମାନ କେଉଁମାନେ ଦୌଡ଼ରେ ଅଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ!-->…
ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା
ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍!-->…
କୋଣାର୍କ: ମାଉସୀ ଘରୁ ଫେରିବା ବାଟରେ ବାଇକ ଦୃର୍ଘଟଣା ରେ ଚାଲିଗଲା ଜୀବନ।
ପୁରୀ ଜିଲ୍ଲା ନିମାପଡ଼ା ଗୋପ ମୁଖ୍ୟରାସ୍ତା ଝମ୍ପୁଲାକୁଦ ନିକଟସ୍ଥ ବଡ୍ରିଖୋଲ ନିକଟରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ ଆଉ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ।ସୂଚନା ଅନୁଯାୟୀ ଗୋପ ଅଞ୍ଚଳ ରୁ ଆସୁଥିବା ଏକ ବାଇକ୍ ଝମ୍ପୁଲାକୁଦ ନିକଟରେ!-->…
ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି
ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ!-->…