Browsing Category

ଆଜିର ଖବର

ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି

ସିବିଏସଇ ସ୍କୁଲ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି

ରାଜଭବନ ଇତିହାସରେ ପ୍ରଥମ,ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ରୂପା ରୋଶନ ସାହୁ ନିଯୁକ୍ତ

ରାଜଭବନ ଇତିହାସରେ ପ୍ରଥମ । ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ନିଯୁକ୍ତ। ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି

ଏକ ତରଫା ପ୍ରେମକୁ ନେଇ ଫଟୋ ଭାଇରାଲ୍, ଅପମାନ ଭୟରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବତୀ

ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି, ବିଷ ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲରେ ଡାକ୍ତର ଫେରାଇ ଦେବାପରେ ଘରେ ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ । ସୂଚନା ଅନୁସାରେ ଏକତରଫା ପ୍ରେମ କରୁଥିବା

ଦୁଃଖ ଦେଉଛି ଲାଞ୍ଜିଗଡ଼ରୋଡ଼ ରେଲୱେ ଭୂତଳ ପୋଲ: ଅସରାଏ ବର୍ଷାରେ ଜମୁଛି ପାଣି

HR tv ଓଡ଼ିଆ. କଳାହାଣ୍ଡି (ଶେଖର ସୁମନ ଦାଶ):ଲୋକଙ୍କ ସୁବିଧା ଲାଗି ତିଆରି ହୋଇଛି ରେଲୱେ ଭୂତଳ ପୋଲ। ହେଲେ ଘଣ୍ଟାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେରେଲୱେ ବିଭାଗର ଭୂତଳ ପୋଲ ଦେଇ ଏବେ ଯିବାଆସିବା କରିବାକୁ

ଏବେ ବାୟୁସେନାରୁ ଅବସର ନେବ ମିଗ୍-୨୧

ଖୁବଶୀଘ୍ର ମିଗ-୨୧ ଯୁଗର ଅନ୍ତ । ଭାରତୀୟ ବାୟୁସେନାରୁ ବିଦାୟ ନେବ ଲଢୁଆ ଯୁଦ୍ଧ ବିମାନ ମିଗ-21 । ଦୀର୍ଘ ୬୨ ବର୍ଷ ସେବା ଯୋଗାଇବା ପରେ ଆସନ୍ତା ୧୯ ସେପ୍ଟେମ୍ବର ୨୦୨୫ରେ ବାୟୁସେନାରୁ ସବୁଦିନ ପାଇଁ ସର୍ବପୁରାତନ ଯୁଦ୍ଧ ବିମାନ ମିଗ-୨୧କୁ ବିଦାୟ ଦିଆଯିବ । ମିଗ୍-୨୧କୁ ନେଇ ଗଠିତ ବାୟୁସେନାର

 ପୁଣି ଭିଜିଲାନ୍ସ ଜାଲରେ ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ । BMC ଅଫିସ୍‌ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ।ଭିଜିଲାନ୍ସ ଟିମ୍‌ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର,

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଜିଲ୍ଲାପାଳ

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ

 ଚାରି ମାସ ପୂରଣ ହେବାକୁ ଯାଉଛି,ମିଳିବ ପିଏମ କିଷାନର ୨୦ତମ କିସ୍ତି ?

ଚାରି ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ଚାଷୀଙ୍କୁ ମିଳିଲା ନାହିଁ | ୨ ଅଗଷ୍ଟରେ ସରକାରଙ୍କ ପକ୍ଷରୁ କିଛି ଭଲ ଖବର ଆସିପାରେ। ଯଦିଓ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ । କିନ୍ତୁ ଯେଉଁ ସମୀକରଣଗୁଡ଼ିକ ଗଠନ ହେଉଛି

ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ; ସବୁ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ

ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍‌ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅବତରଣ ପରେ,

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ । ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ।ଆଇଆଇଏମ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ସହଯୋଗରେ ମହିଳା ଶିଶୁ ବିକାଶର

୩ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର ତା =22/7/25ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ଆଳିପିଙ୍ଗଳ ଠାରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ବେଆଇନି ଭାବେ ବିସ୍ଥାପିତ ହୋଇଥିବା ଷୋହଳ ଦଳିତ ପରିବାର ଙ୍କୁ

ରାମ ମନ୍ଦିର ପରିସରରେ ସନାତନ ଓ ହିନ୍ଦୁ ଧର୍ମର ସତସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ

ଗଣିଆ (,ବିଶ୍ୱରଂଜନ ସେଠି) ମଙ୍ଗଳବାର ଦିନ ଗଣିଆ ରାମ ମନ୍ଦିର ପରିସରରେ ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭ୍ରତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ କ୍ଷିତିଜ୍ୟୋତିଃ ଆଶ୍ରମ ମାହାଙ୍ଗା କଟକଙ୍କ ଦଶପଲା ସ୍ୱତନ୍ତ୍ର ଶାଖା ଆନୁକୂଲ୍ୟରେ