Browsing Category

ଆଜିର ଖବର

ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣା: ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲା କଂଗ୍ରେସ ଓ ବିଜେଡି ଟିମ୍

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା । ଏମ୍ସରେ ପହଞ୍ଚିଲେ କଂଗ୍ରେସ ଓ ବିଜେଡି। ଲେଖାଶ୍ରୀଙ୍କ ନେତୃତ୍ବରେ BJDର ୪ ଜଣିଆ ଟିମ୍‌ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏମ୍ସରେ ପହଞ୍ଚିଛନ୍ତି। ସୁର ରାଉତରାୟ ଓ ଜୟଦେବ ଜେନା ମଧ୍ଯ ଏମ୍‌ସରେ ଉପସ୍ଥିତ ଅଛନ୍ତି। ସୂଚନାମୁତାବକ ପୁରୀ ଜିଲ୍ଲା

ଏବେ ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ

ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ଜବାବ । ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ ।ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ ।

ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?୨ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ୍‌

ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ଭାରତୀୟ ରାଜସ୍ବ ସେବା (IRS)ର ୨୦୦୯ ବ୍ୟାଚ ଅଧିକାରୀ

 ଗୁଗୁଲ୍ ଓ ମେଟାକୁ ED ନୋଟିସ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ ୨୧ରେ ପଚରାଉଚରା ପାଇଁ ଡକାଯାଇଛି। ଏହି

ଛାତ୍ରୀଙ୍କ ଦେହଲେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପିପିଲିରେ ପ୍ରାଥମିକ

ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ

ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହୋଇଛି । ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା ଅନୁଯାୟୀ, ୯

ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ପ୍ରଦର୍ଶିତ 

ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଫିଲ୍ମ । ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା

ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ ଜଣେ ଯୁବତୀ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା ।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି

ମହମ୍ମଦ ସାମିଙ୍କ ଏକ୍ସ ୱାଇଫ୍‌ଙ୍କ ବଢିଲା ଅଡ଼ୁଆ

ମହମ୍ମଦ ସାମିଙ୍କ ଏକ୍ସ ୱାଇଫ୍ ହସିନ ଜହାଁ ଏବଂ ଝିଅ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ। ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାର ସୁରୀ ଟାଉନ ଥାନାରେ ମା' ଓ ଝିଅଙ୍କ ବିରୋଧରେ ଅଭିଯୋଗ ହୋଇଛି। ହସିନ ଜହାଁ ଏବଂ ତାଙ୍କ ଝିଅ ଅବୈଧ ଭାବରେ ଜମି କବ୍‌ଜା କରି ମାରପିଟ୍ କରୁଥିବା ନେଇ ତାଙ୍କ ପଡୋଶୀ ଥାନାରେ

ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ ! ହାତ, ଗୋଡ଼, ପେଟରେ ଲେଖିଲେ ସୁଇସାଇଡ ନୋଟ

ଉତ୍ତର ପ୍ରଦେଶର ବାଗପତରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛାପ୍ରୌଲି ଥାନା ଅଞ୍ଚଳର ରାଥୋଣ୍ଡା ଗାଁରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ବୋହୁ ନାଁ ତାଙ୍କର ମନୀଷା । ଏହି ମହିଳା ବିଷ ପିଇ ନିଜ ଜୀବନ ଶେଷ କରିଥିବା ଜଣାପଡ଼ିଛି। ମନୀଷା ତାଙ୍କ ହାତ, ଗୋଡ଼ ଓ ପେଟରେ କଲମରେ ଏକ

ବାଲୁକାକଳା ଶିଖାଉଛନ୍ତି ସୁଦର୍ଶନ ପଟ୍ଟନାୟକ…ଜାଣନ୍ତୁ କିପରି କରିବେ ଆଡ୍‌ମିଶନ୍‌?

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ା ହେବ ‘ବାଲୁକା କଳା’ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମ ଅନ୍‌ଲାଇନ ମାଧ୍ୟମରେ ପଢ଼ାଯିବ । ଇଗ୍ନୋ ପକ୍ଷରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଭାଗିତାରେ ୨ଟି କୋର୍ସକୁ ଲୋକାର୍ପିତ କରାଯାଇଛି । ‘ବାଳୁକା

ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ