Browsing Category

ଆଜିର ଖବର

ଆସନ୍ତାକାଲି ଆରମ୍ଭ ହେବ ଚାଷୀ ପଞ୍ଜିକରଣ।

୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ । ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ

ଆଜି ପ୍ରକାଶ ପାଇବ +୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ !

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ଣ ୪ଟା ୩୦ରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ

ଆତଙ୍କ ରଚିଥିବା ମାଙ୍କଡ଼କୁ କାବୁକଲା ବନବିଭାଗ।

କୋଣାର୍କ:-18/07/2025 ପୁରୀ ଜିଲ୍ଲା ଗୋପ ବ୍ଳଳ ଅଣ୍ଢରାଇଛାପୁର ପଞ୍ଚାୟତର ଦିହୁଡା, ତୋଟାସାହି,ପୋଇତରା ଗାଁରେ ଆଜକୁ ୫ଦିନ ହେବ ମାଙ୍କଡ଼ କରିଛି ଆତଙ୍କ। ଯାହା ଫଳରେ ୨୨ ଜଣ ଗ୍ରାମବାସୀ ଗୁରୁତର ହେବାବେଳେ ୩ଜଣ ବନଖଣ୍ଡ କର୍ମଚାରୀ ଗୁରୁତର ହୋଇ ପ୍ରଥମେ ଗୋପ ପରେ ଭୂବନେଶ୍ୱର ଓ କଟକ

ଅଭିଯୋଗ ହେଇଛି, ତଦନ୍ତ ସରିଛି, କାର୍ଯ୍ୟାନୁଷ୍ଠାନ ଶୁନ ।୪ଦିନହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ*

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି

ସ୍ବାମୀ ସହ ଝଗଡା,ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।ସ୍ୱାମୀ ପ୍ରତିଦିନ ମଦ ପିଇ ମହିଳାଙ୍କ ସହ ଝଗଡ଼ା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ପୁନର୍ବାର ସ୍ୱାମୀ ସହ ଝଗଡ଼ା ହେବା ପରେ ଉତ୍ୟକ୍ତ ହୋଇ ଘରେ ଥିବା

 ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ସଫଳ ପରୀକ୍ଷଣ 

ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ବିରଳ ସଫଳତା ସହ ପ୍ରତିରକ୍ଷା

ମାନବିକତା ଦେଖାଇଲେ ପୋଲିସ ଏସ ଆଇ । ରୋଗୀଙ୍କୁ ପଠାଇଲେ ମେଡିକାଲ

ବନ୍ଦ ପାଳନ ବେଳେ ଆସିଲା ଭିନ୍ନ ଚିତ୍ର। ରୋଗୀଙ୍କୁ ମେଡିକାଲ ପଠାଇଲା ପୋଲିସ। ଆମ୍ବୁଲାନ୍ସରେ ମେଡିକାଲ ଗଲେ ମହିଳା। ବସ୍‌ରେ ଯିବାେବେଳ ଫସିଥିଲେ ମହିଳା। ଏସ୍‌ସିବି ପଠାଇଲା ପାହାଳ ପୋଲିସ। ସୂଚନାମୁତାବକ ଆଜି କଂଗ୍ରେସ ସାରା ଓଡିଶାରେ 12 ଘଣ୍ଟିଆ ବନ୍ଧ ଡାକରା ଦେଇଛି । ପାହାଳ ନିକଟରେ

ଭୁବନେଶ୍ୱର ବିଏମସିକୁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି

ସହରାଞ୍ଚଳ ସ୍ୱଚ୍ଛତା ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। ୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।ଏଫଏମ କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ ଏଫଏମ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ଓ

ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା- ମୁଖ୍ୟମନ୍ତ୍ରୀ

ରାଜ୍ୟର ପଞ୍ଚାୟତ ପ୍ରତିନିଧି କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ

ପୁଣି ବାଲେଶ୍ୱର, ମହିଳାଙ୍କ ଦେହରେ ଲାଗିଲା ନିଆଁ

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ସହଦେବଖୁଣ୍ଟା ଥାନା ଏଡିଏମ୍‌ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଦେହରେ ଆଜି ଅପରାହ୍‌ଣରେ ନିଆଁ ଲାଗିଥିଲା। ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ

ସୌମ୍ୟାଶ୍ରୀ ସାଙ୍ଗ କହିଲେ ! ଘଟଣାର ପୂର୍ବ ରାତି କଥା

ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ